ନବରଙ୍ଗପୁରରେ ବସ୍ ମାଲିକ ଓ ଅଟୋ ସଂଘ ମୁହାଁମୁହିଁ, ଗାଡ଼ି ଚଳାଚଳ ବନ୍ଦ

ନବରଙ୍ଗପୁର: ଯାତ୍ରୀ ପରିବହନକୁ କେନ୍ଦ୍ର କରି ନବରଙ୍ଗପୁରରେ ବସ୍ ମାଲିକ ସଂଘ ଓ ଅଟୋ ସଂଘ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଆଜି ଉଭୟ ସଂଘ ପକ୍ଷରୁ ସହରର ଦୁଇଟି ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଫଳରେ ସହରରେ ଗାଡ଼ି ଚଳାଚଳ ବନ୍ଦ ରହିଛି।  ସାଧାରଣ ଲୋକେ ହଇରାଣ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି।

nabarangpur

nabarangpur

Rakesh Mallick
  • Published: Friday, 09 September 2016
  • Updated: 09 September 2016, 01:02 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story