ମାଡ଼ ମାରିବା ପରେ କ୍ଷମା ମାଗିଲେ ଡାକ୍ତର

ନବରଙ୍ଗପୁର: ମାଡ ମାରିବା ପରେ କ୍ଷମା ମାଗିଲେ ଡାକ୍ତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଅଭିଯୋଗ ଅନୁଯାୟୀ, ସେମଳା ଗାଁର ରାଜେନ୍ଦ୍ର କ୍ଷୁରଙ୍କ ଝିଅ ରେଣୁତା ସିକିଲସେଲ୍ ରୋଗରେ ପୀଡିତ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଔଷଧ ଆଣିବାକୁ କେନ୍ଦ୍ରକରି ରାଜେନ୍ଦ୍ର ଏବଂ ଡାକ୍ତର ଚିନ୍ମୟ ବଳଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ଡାକ୍ତର ଜଣକ ରାଜେନ୍ଦ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। […]

nabarngapur

nabarngapur

Rakesh Mallick
  • Published: Sunday, 23 July 2017
  • Updated: 23 July 2017, 01:29 PM IST

Sports

Latest News

ନବରଙ୍ଗପୁର: ମାଡ ମାରିବା ପରେ କ୍ଷମା ମାଗିଲେ ଡାକ୍ତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଅଭିଯୋଗ ଅନୁଯାୟୀ, ସେମଳା ଗାଁର ରାଜେନ୍ଦ୍ର କ୍ଷୁରଙ୍କ ଝିଅ ରେଣୁତା ସିକିଲସେଲ୍ ରୋଗରେ ପୀଡିତ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଔଷଧ ଆଣିବାକୁ କେନ୍ଦ୍ରକରି ରାଜେନ୍ଦ୍ର ଏବଂ ଡାକ୍ତର ଚିନ୍ମୟ ବଳଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ଡାକ୍ତର ଜଣକ ରାଜେନ୍ଦ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଶେଷରେ ସିଡିଏମଓଙ୍କ ହସ୍ତକ୍ଷେପ ପରେ ଡାକ୍ତର ଜଣଙ୍କ ରାଜେନ୍ଦ୍ରଙ୍କୁ କ୍ଷମା ମାଗିବା ପରେ ଘଟଣାର ସମାଧାନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos