ନବୀନଙ୍କୁ ଓଡ଼ିଆ ଶିଖାଇବାକୁ ଉଦ୍ୟମ କରି ପୁଣି ଛାତ୍ର କଂଗ୍ରେସ ନେତା ଅଟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଶିଖାଇବା ପାଇଁ ଛାତ୍ର କଂଗ୍ରେସ ତାର ଉଦ୍ୟମ ଜାରି ରଖିଛି। ଏପ୍ରିଲ୍‌ ୧ରେ ଉତ୍କଳ ଦିବସରୁ ଛାତ୍ର କଂଗ୍ରେସ ଏହି ଉଦ୍ୟମ ଆରମ୍ଭ କରିଛି। ଶୁକ୍ରବାର ଓ ଶନିବାର ଭଳି ଆଜି ବି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ନେତୃତ୍ୱରେ କିଛି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବା ପାଇଁ ନବୀନ ନିବାସ ଅଭିମୁଖେ ଯିବାକୁ ଉଦ୍ୟମ କରି ଥିଲେ। ତେବେ ପୋଲିସ୍ ସେମାନଙ୍କୁ ଉଠାଇ ନେଇ ଥାନାରେ ଅଟକ […]

student

student

Rakesh Mallick
  • Published: Sunday, 03 April 2016
  • Updated: 03 April 2016, 01:15 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଶିଖାଇବା ପାଇଁ ଛାତ୍ର କଂଗ୍ରେସ ତାର ଉଦ୍ୟମ ଜାରି ରଖିଛି। ଏପ୍ରିଲ୍‌ ୧ରେ ଉତ୍କଳ ଦିବସରୁ ଛାତ୍ର କଂଗ୍ରେସ ଏହି ଉଦ୍ୟମ ଆରମ୍ଭ କରିଛି। ଶୁକ୍ରବାର ଓ ଶନିବାର ଭଳି ଆଜି ବି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ନେତୃତ୍ୱରେ କିଛି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବା ପାଇଁ ନବୀନ ନିବାସ ଅଭିମୁଖେ ଯିବାକୁ ଉଦ୍ୟମ କରି ଥିଲେ। ତେବେ ପୋଲିସ୍ ସେମାନଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି।

ଇତିଶ ପ୍ରଧାନଙ୍କ ସମେତ ୫ ଛାତ୍ର କଂଗ୍ରେସ କର୍ମୀ ହାତରେ ଛବିଳ ବର୍ଣ୍ଣବୋଧ ବହି ଧରି ନବୀନ ନିବାସ ଆଡକୁ ବାହାରି ଥିଲେ। ‘ନବୀନ ଓଡ଼ିଆ ଶିଖନ୍ତୁ’ ବୋଲି ସେମାନେ ନାରାବାଜି ମଧ୍ୟ କରିଥିଲେ।

ଏଥର ଉତ୍କଳ ଦିବସରୁ ଓଡ଼ିଆ ନଶିଖିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜୋରସୋର ଆକ୍ରମଣ ଚାଲିଛି। ଉତ୍କଳ ଦିବସ ଦିନ ଛାତ୍ର କଂଗ୍ରେସର ଏକାଧିକ କର୍ମୀ ହାତରେ ବହି, ସିଲଟ ଓ ଚକ୍‌ଖଡ଼ି ଧରି ନବୀନଙ୍କୁ ଓଡ଼ିଆ ଶିଖାଇବା ପାଇଁ ଉଦ୍ୟମ କରିଥିବା ବେଳେ ଅନ୍ୟପକ୍ଷରେ ବିଜେଡି ସାଂସଦ ବୈଷ୍ଣବ ପରିଡ଼ା ଅଭିଯୋଗ କରିଥିଲେ ଯେ ରାଜ୍ୟ ସରକାର ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଦେଉ ନାହାନ୍ତି। ଏପରିକି ଏଥର ଉତ୍କଳ ଦିବସରେ ଓଡ଼ିଆ ଭାଷାକୁ ସରକାରୀ ଫାଇଲ୍‌ପତ୍ରରେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସେ ଆଶା ରଖିଥିଲେ ବୋଲି କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ସମସ୍ତ ଓଡ଼ିଆଙ୍କୁ ନିରାଶ କଲେ ବୋଲି ବୈଷ୍ଣବ କହିଥିଲେ। ଗତକାଲି ପ୍ୟାରୀ ମୋହନ ମହାପାତ୍ର କହିଥିଲେ ଯେ ସେ ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କୁ ଏକ ବହି ଦେଇଥିଲେ ଓଡ଼ିଆ ଶିଖିବାକୁ। କିନ୍ତୁ ସେ ଶିଖି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story