ନବନିର୍ମାଣ କୃଷକ ସଂଗଠନର ୧୪ ସଦସ୍ୟ ଗିରଫ

ଜଗତସିଂହପୁର/ଯାଜପୁର: ନବନିର୍ମାଣ କୃଷକ ସଂଗଠନର ୧୪ ଜଣସଦସ୍ୟଙ୍କୁ ଗିରଫ କରାଯାଇଛି। ଜଗତସିଂହପୁରରେ ୯ ଜଣ ଓ ଯାଜପୁରରେ ୫ ଜଣ ଗିରଫ ହୋଇଛନ୍ତି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।  ଏହାର ପ୍ରତିବାଦରେ ଯାଜପୁର ଟାଉନ ଥାନା ଆଗରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। ଗତ ୧୨ ତାରିଖ ଦିନ ଚାଷୀଙ୍କୁ ପ୍ରେଷ୍ଟିଜ୍ ଓ ପେନସନ୍ ପ୍ରଦାନ ସହ ଚାଷୀ ମୃତ୍ୟୁକୁ ସରକାର ସ୍ୱୀକାର କରିବା […]

nabnirmanakrushaka

nabnirmanakrushaka

Rakesh Mallick
  • Published: Monday, 16 May 2016
  • Updated: 16 May 2016, 05:54 AM IST

Sports

Latest News

ଜଗତସିଂହପୁର/ଯାଜପୁର: ନବନିର୍ମାଣ କୃଷକ ସଂଗଠନର ୧୪ ଜଣସଦସ୍ୟଙ୍କୁ ଗିରଫ କରାଯାଇଛି। ଜଗତସିଂହପୁରରେ ୯ ଜଣ ଓ ଯାଜପୁରରେ ୫ ଜଣ ଗିରଫ ହୋଇଛନ୍ତି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।  ଏହାର ପ୍ରତିବାଦରେ ଯାଜପୁର ଟାଉନ ଥାନା ଆଗରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି।

ଗତ ୧୨ ତାରିଖ ଦିନ ଚାଷୀଙ୍କୁ ପ୍ରେଷ୍ଟିଜ୍ ଓ ପେନସନ୍ ପ୍ରଦାନ ସହ ଚାଷୀ ମୃତ୍ୟୁକୁ ସରକାର ସ୍ୱୀକାର କରିବା ଦାବିରେ ସଂଗଠନ ପକ୍ଷରୁ ଜଗତସିଂହପୁର, କଟକ, ଢେଙ୍କାନାଳ ଓ ଯାଜପୁରରେ ଆନ୍ଦୋଳନ କରାଯାଇଥିଲା। କର୍ମକର୍ତ୍ତାମାନେ ଜିଲ୍ଲାପାଳ ଅଫିସର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଚାଷୀଙ୍କୁ ସୁରକ୍ଷା  ଭତ୍ତା ଓ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର ଲୋକଙ୍କୁ ସହାୟତା ପାଇଁ ମଧ୍ୟ ସଂଗଠନ ପକ୍ଷରୁ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story