ଏନ୍‌ଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଓଡ଼ଗାଁ ବନ୍ଦ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁକୁ ଏନ୍‌ଏସି ମାନ୍ୟତା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି। ବନ୍ଦ ଡାକରାକୁ ଓଡ଼ଗାଁ ଓକିଲ ସଂଘ, ଅଟୋ ଚାଳକ ସଂଘ ଓ ବ୍ୟବସାୟୀ ସଂଘ ସମର୍ଥନ କରିଛନ୍ତି। ଓଡ଼ଗାଁକୁ ବିଜ୍ଞାପିତ ପରିଷଦ (ଏନ୍‌ଏସି) ଘୋଷଣା ପାଇଁ ସମସ୍ତ ଯୋଗ୍ୟତା ରହିଛି। ତେଣୁ  ଶୀଘ୍ର ଏହାକୁ ଏନ୍‌ଏସି ମାନ୍ୟତା ଦିଆଯାଉ ବୋଲି  ବିକାଶ […]

banda

banda

Rakesh Mallick
  • Published: Friday, 12 August 2016
  • Updated: 12 August 2016, 09:28 AM IST

Sports

Latest News

odaga bandaନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁକୁ ଏନ୍‌ଏସି ମାନ୍ୟତା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି।

ବନ୍ଦ ଡାକରାକୁ ଓଡ଼ଗାଁ ଓକିଲ ସଂଘ, ଅଟୋ ଚାଳକ ସଂଘ ଓ ବ୍ୟବସାୟୀ ସଂଘ ସମର୍ଥନ କରିଛନ୍ତି।

ଓଡ଼ଗାଁକୁ ବିଜ୍ଞାପିତ ପରିଷଦ (ଏନ୍‌ଏସି) ଘୋଷଣା ପାଇଁ ସମସ୍ତ ଯୋଗ୍ୟତା ରହିଛି। ତେଣୁ  ଶୀଘ୍ର ଏହାକୁ ଏନ୍‌ଏସି ମାନ୍ୟତା ଦିଆଯାଉ ବୋଲି  ବିକାଶ ପରିଷଦ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story