ଅନନ୍ତଙ୍କ ନାଁ ତାଲିକାରୁ କାଟିଦେଲେ,ହେଲେ ଏମାନଙ୍କ ନାଁ ମୂଳରୁ ନାହିଁ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(AICC)ର ମହା ଅଧିବେଶନ। ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ଏହା ହେବ ତାଙ୍କର ପ୍ରଥମ ଅଧିବେଶନ। ଏଥିପାଇଁ ରାଜ୍ୟର ଅନେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି।  ଅଧିବେଶନ ପୂର୍ବରୁ ଓଡ଼ିଶାର ଏଆଇସିସି ସଦସ୍ୟଭାବେ ୭୮ଜଣ ସଦସ୍ୟଙ୍କୁ ମନୋନିତ କରାଯାଇଛି। ଏଥିରେ ଅନେକ ତୁଙ୍ଗ ଓ ବରିଷ୍ଠ ନେତାଙ୍କ ସହ ଯୁବଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ଏଆଇସିସି ସଦସ୍ୟ ଥିବା […]

tara

tara

Rakesh Mallick
  • Published: Friday, 16 March 2018
  • Updated: 16 March 2018, 01:34 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(AICC)ର ମହା ଅଧିବେଶନ। ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ଏହା ହେବ ତାଙ୍କର ପ୍ରଥମ ଅଧିବେଶନ। ଏଥିପାଇଁ ରାଜ୍ୟର ଅନେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି।  ଅଧିବେଶନ ପୂର୍ବରୁ ଓଡ଼ିଶାର ଏଆଇସିସି ସଦସ୍ୟଭାବେ ୭୮ଜଣ ସଦସ୍ୟଙ୍କୁ ମନୋନିତ କରାଯାଇଛି। ଏଥିରେ ଅନେକ ତୁଙ୍ଗ ଓ ବରିଷ୍ଠ ନେତାଙ୍କ ସହ ଯୁବଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ଏଆଇସିସି ସଦସ୍ୟ ଥିବା ଅନନ୍ତ ସେଠୀଙ୍କୁ ତାଲିକାରୁ ବାଦ ଦିଆଯାଇଛି। ଏଥିସହ ବିଧାୟକ ତାରାପ୍ରସାଦ ବାହିନୀପତି, ଯୋଗେଶ ସିଂ ଓ ପ୍ରଫୁଲ୍ଲ ମାଝୀଙ୍କ ନାଁ ତାଲିକାରେ ନାହିଁ।  ଅନ୍ୟପକ୍ଷରେ ବିଧାୟକ ଚିରଞ୍ଜିବ ବିଶ୍ୱାଳ, କୈଲାଶ କୁଲେସିକା ଓ କୃଷ୍ଣଚନ୍ଦ୍ର ସଗରିଆ ପ୍ରମୁଖ ଏଆଇସିସି ସଦସ୍ୟ ରୂପେ ମନୋନିତ ହୋଇଛନ୍ତି।  ତାଲିକାରେ ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ, କାମାକ୍ଷା ପ୍ରସାଦ ସିଂ ଦେଓ, ଶ୍ରୀକାନ୍ତ ଜେନା ଓ ସୁଶୀଳା ତିରିଆ ସ୍ଥାନ ପାଇଛନ୍ତି।  ଅସନ୍ତୁଷ୍ଟ ମାନଙ୍କୁ ସନ୍ତୁଷ୍ଟ ପାଇଁ ଆଜି ମଧ୍ୟାହ୍ନ ସୁଦ୍ଧା ଏଆଇସିସି ସହଯୋଗୀ ସଦସ୍ୟଭାବେ କୋଡିଏ ଜଣିଆ ତାଲିକା ପ୍ରକାଶ ପାଇପାରେ ବୋଲି କୁହାଯାଉଛି।

https://youtu.be/F8b4ggjuuxc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story