ନରସିଂହପୁର ଟାଉନ ଶଟ୍‌ଡାଉନ୍‌

ନରସିଂହପୁର (ଦିଲୀପ ପଣ୍ଡା): କଟକ ଜିଲ୍ଲା ନରସିଂହପୁର ଟାଉନ୍‌କୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ନିଜିଗଡ଼ ଓ ପାଇକପାଟଣା ସରପଞ୍ଚ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲି ରାତି ୯ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ  ଏହି ଶଟ୍‌ଡାଉନ୍ କଟକଣା‌ ବଳବତ୍ତର ରହିବ। ନିଜିଗଡ଼ ଗ୍ରାମପଞ୍ଚାୟତ ଅଧିନରେ ତହସିଲ କାର୍ଯ୍ୟାଳୟର ଦୁଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ଏହି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।  […]

yyyyyyyyyyy

yyyyyyyyyyy

Tapaswini Nayak
  • Published: Friday, 07 August 2020
  • Updated: 07 August 2020, 02:39 PM IST

Sports

Latest News

ନରସିଂହପୁର (ଦିଲୀପ ପଣ୍ଡା): କଟକ ଜିଲ୍ଲା ନରସିଂହପୁର ଟାଉନ୍‌କୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ନିଜିଗଡ଼ ଓ ପାଇକପାଟଣା ସରପଞ୍ଚ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲି ରାତି ୯ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ  ଏହି ଶଟ୍‌ଡାଉନ୍ କଟକଣା‌ ବଳବତ୍ତର ରହିବ।

ନିଜିଗଡ଼ ଗ୍ରାମପଞ୍ଚାୟତ ଅଧିନରେ ତହସିଲ କାର୍ଯ୍ୟାଳୟର ଦୁଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ଏହି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।  ନିଜିଗଡ଼ ପଞ୍ଚାୟତକୁ ଲାଗିକି ପାଇକପାଟଣା ପଞ୍ଚାୟତ ଥିବାରୁ ସଂକ୍ରମଣ ଆଶଙ୍କାରେ ପାଇକପାଟଣା ସରପଞ୍ଚ ମଧ୍ୟ ଏହି କଟକଣା ଲାଗୁ କରିଛନ୍ତି।

ଏହି ସମୟରେ ମେଡିସିନ୍‌ ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ଅନ୍ୟସବୁ ଦୋକାନ ବଜାର ବନ୍ଦ ରହିବ। ଏହି ଶଟ୍‌ଡାଉନ୍‌ ସମୟରେ ବାହାର ଲୋକ ଟାଉନ୍‌ ଭିତରକୁ ଆସିପାରିବେନି କିମ୍ବା ଟାଉନ୍‌ ଲୋକ ବାହାରକୁ ଯାଇପାରିବେନି ବୋଲି କୁହାଯାଇଛି। ପୁଲିସ୍‌ ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରି ଜଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story