ନାରାୟଣପାଟଣା: କଲଭର୍ଟ ତଳୁ ଲ୍ୟାଣ୍ଡମାଇନ୍‌ ଠାବ କଲା ବିଏସ୍‌ଏଫ୍

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ପୋଡ଼ାପଦର ରାସ୍ତାର ଅଞ୍ଚଳପୁର ନିକଟ କଲଭର୍ଟ ତଳୁ ୧୦ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ୍‌କୁ ବିଏସ୍‌ଏଫ୍‌ ୧୨୦ ବାଟାଲିୟନ୍ ଠାବ କରିଛି। ଆଜି ସକାଳେ ପୋଡ଼ାପଦର କ୍ୟାମ୍ପ କମାଣ୍ଡେଣ୍ଟ୍ ସୁଭାଷ କୁମାର ବର୍ମାଙ୍କ ଦ୍ୱାରା ଏକ ଟିମ୍ ନାରାୟଣପାଟଣା ଯାଉଥିବା ବେଳେ ଲ୍ୟାଣ୍ଡମାଇନ୍‌କୁ ଉଦ୍ଧାର କରିଛନ୍ତି। ବିଏସ୍‌ଏଫ୍ ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ‘କରୋନା’ ସ୍ଥିତି ସାଂଘାତିକ

ସରକାରୀ ଥଇଥାନ କେନ୍ଦ୍ର ପାଲଟିଛି ନବୀନ ନିବାସ

ମହାମାରୀରେ ବି ଭୂମିହୀନ ଚାଷୀଙ୍କୁ ଭଣ୍ଡେଇବେ: ‘କାଳିଆ’ ପରେ ‘ବଳରାମ’

୪୦ ବର୍ଷ ପରେ…ବାଘୁଣୀ ଖଇରୀକୁ ଝୁରୁଛି ମା ନିହାର ନଳିନୀ

ବର୍ଷକର ରିପୋର୍ଟ କାର୍ଡ ରଖିଲେ ସାଂସଦ ଅପରାଜିତା

କେଉଁ ବିଭାଗ ପାଇଁ ଲାଗୁ ହେବନି ୫୦% କର୍ମଚାରୀ ନିୟମ?

ସମ‌୍‍ ହସ୍ପିଟାଲରେ ହେବ କୋଭିଡ ଭ୍ୟାକ୍‌ସିନ‌୍‍ର ପରୀକ୍ଷଣ

ମହଣ ମହଣ ସୁନାରେ ଝଲସୁଛନ୍ତି ୩ ଠାକୁର

କରୋନାରେ ଆସିଲା କରୁଣ କାହାଣୀ , ସ୍ୱାମୀ ସ୍ତ୍ରୀ ଚାଲିଗଲା ପରେ ଆସିଲା ଭଲ ଖବର

ଅଧିକ ଟ୍ରେନ୍ ଆସିବା ଉପରେ ଆପତ୍ତି ଉଠାଇଲା ଓଡ଼ିଶା

ସରକାର ଫେଲ୍ : ବିଧାନସଭା ଅଧିବେଶନ ଡାକିବାକୁ ଦାବି କଲା କଂଗ୍ରେସ

କରୋନା ସଂକ୍ରମିତ ବଢ଼ିଲେ ବି କଣ୍ଟ୍ରୋଲରୁମ୍ ବନ୍ଦ କଲା ଓଡ଼ିଶା