ଖାଦ୍ୟ ସୁରକ୍ଷା ଆଇନର ଦ୍ୱିତୀୟ ପର୍ଯ୍ୟାୟ: ଆସନ୍ତା ୨୦ରୁ ୧୬ଟି ଜିଲ୍ଲାର ହିତାଧିକାରୀଙ୍କୁ ମିଳିବ ଖାଦ୍ୟଶସ୍ୟ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୬ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ହିତାଧିକାରୀଙ୍କୁ ମିଳିବ ଖାଦ୍ୟଶସ୍ୟ। ଡିଜିଟାଲ୍ ରାସନକାର୍ଡ ବଣ୍ଟନ ନେଇ ବୁଧବାର ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧ଲକ୍ଷ ୪୪ହଜାର ୬୭୩ଟି ଡିଜିଟାଲ୍ କାର୍ଡ ରାସନ୍ କାର୍ଡ ବଣ୍ଟନ ହୋଇଛି। ତେବେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଏବଂ ଏଥିରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ […]

sanjay

sanjay

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 09:05 AM IST

Sports

Latest News

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୬ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ହିତାଧିକାରୀଙ୍କୁ ମିଳିବ ଖାଦ୍ୟଶସ୍ୟ। ଡିଜିଟାଲ୍ ରାସନକାର୍ଡ ବଣ୍ଟନ ନେଇ ବୁଧବାର ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧ଲକ୍ଷ ୪୪ହଜାର ୬୭୩ଟି ଡିଜିଟାଲ୍ କାର୍ଡ ରାସନ୍ କାର୍ଡ ବଣ୍ଟନ ହୋଇଛି। ତେବେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଏବଂ ଏଥିରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବୈଠକରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ନେଇ ମଧ୍ୟ ସମୀକ୍ଷା ହୋଇଥିଲା। ରାଜ୍ୟର ୭ଟି ଜିଲ୍ଲାରେ ୨୦ହଜାର ୬୫୮ଚାଷୀଙ୍କ ଠାରୁ ୧ଲକ୍ଷ ୬୬ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ଏହି ବାବଦକୁ ୨୩୪କୋଟି ୧୬ ଲକ୍ଷ ଟଙ୍କା ଚାଷୀଙ୍କୁ ପୈଠ କରାଯାଇଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story