ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁ ଏନର୍ଜି ଆଣ୍ଡ୍ ଇନୋଭେସନ୍ ପାଇଁ ୮୦ ଏକର ଜମି ଯାଚିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶାରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁ ଏନର୍ଜି ଆଣ୍ଡ୍ ଇନୋଭେସନ୍ ପ୍ରତିଷ୍ଠା ନେଇ ଅତିଶୀଘ୍ର ଘୋଷଣା କରିବାକୁ ଓ ଏହାର ନିର୍ମାଣ କାର୍ଯ୍ୟକୁ ଯେତେ ଶୀଘ୍ର ସମ୍ଭବ ଆରମ୍ଭ କରିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହା ସହିତ ରାଜ୍ୟ ସରକାର ଏଥିପାଇଁ ୮୦ ଏକର ଜମି ଦେବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି,‘ଅକ୍ଷୟ ଶକ୍ତି […]

naveen patnaik

naveen patnaik

Rakesh Mallick
  • Published: Friday, 05 February 2016
  • Updated: 05 February 2016, 12:43 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁ ଏନର୍ଜି ଆଣ୍ଡ୍ ଇନୋଭେସନ୍ ପ୍ରତିଷ୍ଠା ନେଇ ଅତିଶୀଘ୍ର ଘୋଷଣା କରିବାକୁ ଓ ଏହାର ନିର୍ମାଣ କାର୍ଯ୍ୟକୁ ଯେତେ ଶୀଘ୍ର ସମ୍ଭବ ଆରମ୍ଭ କରିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହା ସହିତ ରାଜ୍ୟ ସରକାର ଏଥିପାଇଁ ୮୦ ଏକର ଜମି ଦେବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି,‘ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଭୁବନେଶ୍ୱରରେ ଆଇଆଇଟି ପାଖରେ ଏକ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁ ଏନର୍ଜି ଆଣ୍ଡ୍ ଇନୋଭେସନ୍ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି। ଏହା ଜାଣି ମୁଁ ବହୁତ ଖୁସି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ ମୁଁ ପ୍ରଶଂସା କରୁଛି। ଏହି ପ୍ରତିଷ୍ଠାନ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି। ଆଇଆଇଟି ନିକଟରେ ଏହି ପ୍ରତିଷ୍ଠାନ ପାଇଁ ୮୦ ଏକର ଜମି ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ ଏହି ପ୍ରତିଷ୍ଠାନ ସଂପର୍କିତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story