ଆସନ୍ତାକାଲି ନ୍ୟାସନାଲ ଲ’ ୟୁନିଭର୍ସିଟିର ତୃତୀୟ ସମାବର୍ତ୍ତନ ଉତ୍ସବ

କଟକ: ଆସନ୍ତାକାଲି ନ୍ୟାସନାଲ ଲ’ ୟୁନିଭର୍ସିଟିର ତୃତୀୟ ସମାବର୍ତ୍ତନ ଉତ୍ସବ। ଏହି ଉତ୍ସବରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଟି.ଏସ୍. ଠାକୁର ମୁଖ୍ୟ ଅତିଥି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୟୁନିଭର୍ସିଟିର ଆମ୍ପି ଥିଏଟର ହଲ୍‌ରେ ଆୟୋଜିତ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଅଧ୍ୟକ୍ଷତା କରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। […]

nlu

nlu

Rakesh Mallick
  • Published: Friday, 06 May 2016
  • Updated: 06 May 2016, 01:59 PM IST

Sports

Latest News

nluକଟକ: ଆସନ୍ତାକାଲି ନ୍ୟାସନାଲ ଲ’ ୟୁନିଭର୍ସିଟିର ତୃତୀୟ ସମାବର୍ତ୍ତନ ଉତ୍ସବ। ଏହି ଉତ୍ସବରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଟି.ଏସ୍. ଠାକୁର ମୁଖ୍ୟ ଅତିଥି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୟୁନିଭର୍ସିଟିର ଆମ୍ପି ଥିଏଟର ହଲ୍‌ରେ ଆୟୋଜିତ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଅଧ୍ୟକ୍ଷତା କରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଭିନିତ୍ ସରନ୍ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବେ। ଏହି ଅବସରରେ ମୋଟ ୧୩୫ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ୧୦୮ ଜଣ ଗ୍ରାଜୁଏଟ ଥିବାବେଳେ ୨୫ ଜଣ ଏଲଏଲଏମ୍ ଏବଂ ୨ଜଣ ପିଏଚ୍‌ଡି ଛାତ୍ରଛାତ୍ରୀ ରହିଛନ୍ତି।  ଏହି ଉତ୍ସବରେ ମୋଟ ୧୭ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story