ନିର୍ବାଚନ ଫଳଫଳକୁ ସରକାରୀ ଦଳ ଓଲଟପାଲଟ କରିପାରନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ବିଧିବଦ୍ଧ ଫଳାଫଳ ଅସନ୍ତା ୨୫ ତାରିଖରେ ପ୍ରକାଶ ପାଇବ। ୪ଟି ପର୍ଯ୍ୟାୟରେ ଦଳକୁ ଆଶାତୀତ ସଫଳତା ମିଳିଛି। ଏହି ଫଳାଫଳକୁ ସରକାରୀ ଦଳ ଓଲଟପାଲଟ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ନିର୍ବାଚନ ଫଳାଫଳ ଓଲଟପାଲଟ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଉଚ୍ଚ ପଦସ୍ଥ ଅଧିକାରୀ ଷଡଯନ୍ତ୍ର କରୁଛନ୍ତି। ରାଜ୍ୟ ନିର୍ବାଚନ କମିଶନର ଏଥିରେ ହସ୍ତକ୍ଷେପ କରନ୍ତୁ। ଗଣତନ୍ତ୍ର ପ୍ରକ୍ରିୟାକୁ କିଛି ଦାୟିତ୍ୱହୀନ ଅଧିକାରୀ ଚୋରି କରିବାର […]

dharmendra pradhan

dharmendra pradhan

Rakesh Mallick
  • Published: Monday, 20 February 2017
  • Updated: 20 February 2017, 08:01 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ବିଧିବଦ୍ଧ ଫଳାଫଳ ଅସନ୍ତା ୨୫ ତାରିଖରେ ପ୍ରକାଶ ପାଇବ। ୪ଟି ପର୍ଯ୍ୟାୟରେ ଦଳକୁ ଆଶାତୀତ ସଫଳତା ମିଳିଛି। ଏହି ଫଳାଫଳକୁ ସରକାରୀ ଦଳ ଓଲଟପାଲଟ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି,“ନିର୍ବାଚନ ଫଳାଫଳ ଓଲଟପାଲଟ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଉଚ୍ଚ ପଦସ୍ଥ ଅଧିକାରୀ ଷଡଯନ୍ତ୍ର କରୁଛନ୍ତି। ରାଜ୍ୟ ନିର୍ବାଚନ କମିଶନର ଏଥିରେ ହସ୍ତକ୍ଷେପ କରନ୍ତୁ। ଗଣତନ୍ତ୍ର ପ୍ରକ୍ରିୟାକୁ କିଛି ଦାୟିତ୍ୱହୀନ ଅଧିକାରୀ ଚୋରି କରିବାର ସଫଳ ନ ହୁଅନ୍ତୁ।”

ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ ଗାଁ ଲୋକେ ସ୍ପଷ୍ଟ ମତ ଦେବା ଆରମ୍ଭ କଲେଣି। ସରକାରୀ ଦଳର କଳ, ବଳ ଓ କୌଶଳ ସତ୍ତ୍ୱେ ଲୋକେ ଠିକ୍ ମତ ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story