ନବୀନଙ୍କୁ ଭେଟିଲେ ବୈଷବ ଓ ନବୀନ: କଣ ହେଲା ଆଲୋଚନା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ରାଜନୀତିରେ ଜାରି ରହିଛି ହଲ୍‌ଚଲ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେନ ପାଣ୍ଡିୟାନଙ୍କୁ ଟାର୍ଗେଟ୍ କରି ଚର୍ଚ୍ଚାରେ ଥିବା ବିଜେଡିର ଦୁଇ ନେତା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଓ ପୂର୍ବତନ ବିଧାୟକ ନବୀନ ନନ୍ଦ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଦଳର ସୁପ୍ରିମୋଙ୍କୁ ଭେଟିବା ପରେ ନବୀନ ନନ୍ଦ କହିଛନ୍ତି-“ଦଳ ଠିକ ଭାବେ ଚାଲୁନି। ସେନେଇ କଣ ପଦକ୍ଷେପ ନିଆଯିବା ଦରକାର ମୁଖ୍ୟମନ୍ତ୍ରୀଙ୍କୁ କହିଛି। ମୁଁ ଦଳରେ ନାହିଁ […]

naveen-baisnab meet cm naveen

naveen-baisnab meet cm naveen

Rakesh Mallick
  • Published: Monday, 15 January 2018
  • Updated: 15 January 2018, 07:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ରାଜନୀତିରେ ଜାରି ରହିଛି ହଲ୍‌ଚଲ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେନ ପାଣ୍ଡିୟାନଙ୍କୁ ଟାର୍ଗେଟ୍ କରି ଚର୍ଚ୍ଚାରେ ଥିବା ବିଜେଡିର ଦୁଇ ନେତା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଓ ପୂର୍ବତନ ବିଧାୟକ ନବୀନ ନନ୍ଦ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ଦଳର ସୁପ୍ରିମୋଙ୍କୁ ଭେଟିବା ପରେ ନବୀନ ନନ୍ଦ କହିଛନ୍ତି-“ଦଳ ଠିକ ଭାବେ ଚାଲୁନି। ସେନେଇ କଣ ପଦକ୍ଷେପ ନିଆଯିବା ଦରକାର ମୁଖ୍ୟମନ୍ତ୍ରୀଙ୍କୁ କହିଛି। ମୁଁ ଦଳରେ ନାହିଁ ବୋଲି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଦେଇଥିବା ମନ୍ତବ୍ୟ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ଟିକେଟ ମିଳୁ ବା ନମିଳୁ ୨୦୧୯ ନିର୍ବାଚନରେ ନିଶ୍ଚୟ ଲଢ଼ିବି। ବିଜେଡିରୁ ଟିକେଟ୍‌ ନମିଳିଥିଲେ ସ୍ୱାଧୀନ ଭାବେ ଲଢ଼ିବି। ମୋର ଭରସା ଅଛି ବିଜେଡି ନିଶ୍ଚିତ ଟିକେଟ୍‌ ଦେବ।”

ସେହିପରି ବୈଷ୍ଣବ କହିଛନ୍ତି-“ଭାଷା ଆଇନ କାର୍ଯ୍ୟକାରୀ ଓ ଭାଷା ଆୟୋଗ ଗଠନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ତେବେ ପାଣ୍ଡିଆନ ଚାହିଁଥିଲେ ସରକାରୀ ଭାଷା ଆଇନ୍ କାର୍ଯ୍ୟକାରୀ ହୋଇ ସାରନ୍ତାଣି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story