ଜିଲ୍ଲାପାଳଙ୍କୁ ମିଳିଲା ସମବାୟ କ୍ଷମତା

ଭୁବନେଶ୍ୱର: ଜିଲ୍ଲାପାଳଙ୍କୁ ମିଳିଲା ସମବାୟ କ୍ଷମତା। ଆଜି ମୁଖ୍ୟମନ୍ତ୍ରୀ, ଓଡ଼ିଶା ସମବାୟ ଆଇନ୍-୧୯୬୨ ଏବଂ ଓଡ଼ିଶା ସମବାୟ ଆଇନ୍ ନିୟମାବଳୀ ୧୯୬୫ ଅନୁଯାୟୀ ଜିଲ୍ଲାପାଳମାନଙ୍କୁ ସେମାନଙ୍କ ଜିଲ୍ଲା ମଧ୍ୟରେ ଅତିରିକ୍ତ ସମବାୟ ନିବନ୍ଧକ ଭାବେ କ୍ଷମତା ଅର୍ପଣ କରିଛନ୍ତି। ତୃଣମୂଳ ସ୍ତରରେ ଥିବା ବିଭିନ୍ନ ସମବାୟ ଅନୁଷ୍ଠାନ ପ୍ରାଥମିକ କୃଷିଋଣ ସମବାୟ ସମିତି, ବୃହତ୍ତର ଆଦିବାସୀ ବହୁମୁଖୀ ସମବାୟ ସମିତି ଏବଂ ଚାଷୀ ସେବା ସମବାୟ ସମିତି ସମେତ ଆଞ୍ଚଳିକ ସମବାୟ ବିପଣନ ସମିତି ଗୁଡ଼ିକର ଉପଯୁକ୍ତ […]

naveen-patnaik

naveen-patnaik

Rakesh Mallick
  • Published: Friday, 28 July 2017
  • Updated: 28 July 2017, 08:59 PM IST

Sports

Latest News

ଭୁବନେଶ୍ୱର: ଜିଲ୍ଲାପାଳଙ୍କୁ ମିଳିଲା ସମବାୟ କ୍ଷମତା। ଆଜି ମୁଖ୍ୟମନ୍ତ୍ରୀ, ଓଡ଼ିଶା ସମବାୟ ଆଇନ୍-୧୯୬୨ ଏବଂ ଓଡ଼ିଶା ସମବାୟ ଆଇନ୍ ନିୟମାବଳୀ ୧୯୬୫ ଅନୁଯାୟୀ ଜିଲ୍ଲାପାଳମାନଙ୍କୁ ସେମାନଙ୍କ ଜିଲ୍ଲା ମଧ୍ୟରେ ଅତିରିକ୍ତ ସମବାୟ ନିବନ୍ଧକ ଭାବେ କ୍ଷମତା ଅର୍ପଣ କରିଛନ୍ତି।

ତୃଣମୂଳ ସ୍ତରରେ ଥିବା ବିଭିନ୍ନ ସମବାୟ ଅନୁଷ୍ଠାନ ପ୍ରାଥମିକ କୃଷିଋଣ ସମବାୟ ସମିତି, ବୃହତ୍ତର ଆଦିବାସୀ ବହୁମୁଖୀ ସମବାୟ ସମିତି ଏବଂ ଚାଷୀ ସେବା ସମବାୟ ସମିତି ସମେତ ଆଞ୍ଚଳିକ ସମବାୟ ବିପଣନ ସମିତି ଗୁଡ଼ିକର ଉପଯୁକ୍ତ ପରିଚାଳନା ଓ ତଦାରଖକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ କୃଷି ଋଣ ପ୍ରଦାନ, ସାର, ବିହନ ଯୋଗାଣ ଏବଂ ଧାନ ସଂଗ୍ରହ କ୍ଷେତ୍ରରେ ଏସବୁ ସମବାୟ ଅନୁଷ୍ଠାନ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି।

୨୦୧୭ ମସିହା ଖରିଫ ଫସଲ ବୀମାରେ ରାଜ୍ୟର ୨୫ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ଏଥର ହରଡ଼ ଓ ମକା ଭଳି ଦୁଇଟି ଅତିରିକ୍ତ ଫସଲକୁ ଖରିଫ ଫସଲ ବୀମାରେ ଅନ୍ତର୍ଭୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story