ନବୀନ-ପାଣ୍ଡିଆନ୍‌ ମଧୁଚନ୍ଦ୍ରିକା ବିରୋଧରେ ଗର୍ଜିଲେ ଆଉ ଜଣେ ନେତ୍ରୀ

ଗୁଣପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ତାଜା ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେନ୍‌ ପାଣ୍ଡିଆନ୍‌ ବିବାଦ। ଏଥର ଦଳ ଭିତରେ ଉଠିଛି ଝଡ଼। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ ଓ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ପରେ ହେମା ଗମାଙ୍ଗ ଆଜି ମନ ଇଚ୍ଛା ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍‌ଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବୁଝନ୍ତି ନାହିଁ। ସବୁ ବୁଝନ୍ତି ତାଙ୍କ […]

Pandian

Pandian

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 04:50 PM IST

Sports

Latest News

ଗୁଣପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ତାଜା ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେନ୍‌ ପାଣ୍ଡିଆନ୍‌ ବିବାଦ। ଏଥର ଦଳ ଭିତରେ ଉଠିଛି ଝଡ଼। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ ଓ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ପରେ ହେମା ଗମାଙ୍ଗ ଆଜି ମନ ଇଚ୍ଛା ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍‌ଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବୁଝନ୍ତି ନାହିଁ। ସବୁ ବୁଝନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍‌। ଯଦି କେହି କିଛି ଅଭିଯୋଗ ନେଇ ତାଙ୍କ (ମୁଖ୍ୟମନ୍ତ୍ରୀ) ପାଖକୁ ଯିବ, ସେ ଅଭିଯୋଗ ଫର୍ଦ୍ଦକୁ ପଢ଼ିଦେଇ ପାଣ୍ଡିଆନ୍‌ଙ୍କୁ ଦେଇଦିଅନ୍ତି। ପରେ କଣ କାର୍ଯ୍ୟାନୁଷ୍ଠାନ ନିଆଗଲା କେବେ ପଚାରି ବୁଝନ୍ତି ନାହିଁ। ଯିଏ ଟଙ୍କା ଦେଲା ପାଣ୍ଡିଆନ୍‌ ତାଙ୍କ କାମ କରନ୍ତି। ଯିଏ ପଇସା ଦେଇନପାରିଲା ତା’ କାମ ହେଉନାହିଁ। ବିଜେଡି ଏମିତି ଏକ ଦଳ ହୋଇଯାଇଛି, ଯିଏ ଯିବ ତାଙ୍କୁ ହନ୍ତସନ୍ତ କରାଯିବ। ୟୁଜ୍ ଆଣ୍ଡ ଥ୍ରୋ କରିଦେବେ। ସେମାନଙ୍କର କିଛି ନୀତିଗତି ନାହିଁ।”

“ତାଲିନାଡ଼ୁରୁ ଆସି ପାଣ୍ଡିଆନ୍‌ ରାଜୁତି କରୁଛନ୍ତି”

ସେ ଆହୁରି କହିଛନ୍ତି-“ବର୍ତ୍ତମାନ ରାଜ୍ୟରେ ଅରାଜକତା ଦେଖାଦେଇଛି। ଯିଏ ସେମାନଙ୍କ ବିରୋଧରେ ମୁହଁ ଖୋଲିବ, ତାକୁ ମାରିଦେବାକୁ ଧମକ ଦିଆଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରଶାସକ ଦାୟୀ। ବିଶେଷ କରି ମୁଖ୍ୟମନ୍ତ୍ରୀ ବେଶୀ ଦାୟୀ। ସିଏ ଯଦି ଠିକ ହୋଇଥାଆନ୍ତେ, ତାହାହେଲେ ଏପରି ପରିସ୍ଥିତି ସୃଷ୍ଟି ହୋଇନଥାଆନ୍ତି। ତାମିଲନାଡୁରୁ ଆସି ପାଣ୍ଡିଆନ୍‌ ଏଠି ରାଜୁତି କରିନଥାଆନ୍ତେ।”

“ବିଜେଡି ଆଦିବାସୀଙ୍କୁ ନିର୍ଯାତନା ଦେଉଛି”

ହେମା କହିଛନ୍ତି-“ବିଜେଡି ଆଦିବାସୀ ଭାଇ ଓ ଭଉଣୀଙ୍କୁ ନିର୍ଯାତନା ଦେଉଛି। କାହାକୁ ଜେଲ୍‌ ଦଣ୍ଡ ତ ଆଉ କାହାକୁ ମାରିଦେଉଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ, ଭାଗିରଥୀ ମାଣ୍ଡାଙ୍ଗି, କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ। ଏହି ସବୁ ମାମଲାରେ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିପାରିନାହିଁ। ଏହାର ବିରୋଧରେ ଆନ୍ଦୋଳନ କରାଯିବ। ସମଗ୍ର ରାୟଗଡ଼ା ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପରେ ଗୁଣପୁରରେ ଏକ ବିକାଶ ସମାବେଶ କରାଯିବ। ମୋର ଏହି ଲଢ଼େଇ ଆଦିବାସୀଙ୍କ ପାଇଁ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ନବୀନ ସରକାର ବିରୋଧରେ ଏହି ଲଢ଼େଇ ଚାଲିଥିବ।”

ସେ ଆହୁରି କହିଛନ୍ତି-“ମୋ ରକ୍ତ ହେଉଛି କଂଗ୍ରେସ। ମାତ୍ର ଦଳ ଭିତରେ ମୋତେ ଦୁର୍ନୀତି ଖୋର ଲୋକମାନେ ନାନା ହଇରାଣ କଲେ। ସେଥିପାଇଁ ଦଳ ଛାଡ଼ିଲି। ନହେଲେ ମୁଁ କେବେ ହେଲେ ଦଳ ଛାଡ଼ି ନଥାଆନ୍ତି। ଚନ୍ଦ୍ରପୁରରେ ମୋତେ ମାଓବାଦୀଙ୍କ ଧମକ ଦେଇ ଡରାଇଲେ। ଏହା ସତ୍ତ୍ୱେ ମୁଁ ଲୋକଙ୍କ ପାଖକୁ ଯାଇଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story