ଯାହା ଘରେ ଅମିତ ଶାହ ଖାଇଥିଲେ ସେ ଏବେ ବିଜେଡିରେ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପ୍ରାୟ ବର୍ଷେ ତଳେ ଯାହା ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୋଜନ କରିଥିଲେ, ସେ ଏବେ ବିଜେଡି ଶିବିରକୁ ଯାଇ ଶଙ୍ଖ ଫୁଙ୍କୁଛନ୍ତି। ସେ ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ନବୀନ ସ୍ୱାଇଁ। ୨୦୧୭ ଜୁଲାଇ ୪ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ହୁଗୁଳାପଟାର ନବୀନ ସ୍ୱାଇଁଙ୍କ ଘରେ ଅମିତ ଶାହ ଭୋଜନ କରିଥିଲେ। ଏହା ସହିତ ତାଙ୍କ ପରିବାରର ଅବସ୍ଥା ବଦଳାଇ ଦେବେ ବୋଲି […]

bjd

bjd

Jitendra Garnayak
  • Published: Friday, 02 November 2018
  • Updated: 02 November 2018, 09:48 AM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପ୍ରାୟ ବର୍ଷେ ତଳେ ଯାହା ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୋଜନ କରିଥିଲେ, ସେ ଏବେ ବିଜେଡି ଶିବିରକୁ ଯାଇ ଶଙ୍ଖ ଫୁଙ୍କୁଛନ୍ତି। ସେ ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ନବୀନ ସ୍ୱାଇଁ।

୨୦୧୭ ଜୁଲାଇ ୪ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ହୁଗୁଳାପଟାର ନବୀନ ସ୍ୱାଇଁଙ୍କ ଘରେ ଅମିତ ଶାହ ଭୋଜନ କରିଥିଲେ। ଏହା ସହିତ ତାଙ୍କ ପରିବାରର ଅବସ୍ଥା ବଦଳାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ତାଙ୍କ ଅବସ୍ଥା ସୁଧୁରି ନଥିଲା। ଆଉ ଅମିତ ଶାହଙ୍କ ପ୍ରତିଶ୍ରୁତିର ବର୍ଷେ ପରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି।

ନବୀନ କହିଛନ୍ତି,“ବିଜେପି କିଛି ବୁଝି ନଥିଲା। ଘର କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ କିଛି କଲେ ନାହିଁ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁ କାମ ଦେଖି ଖୁସି ଲାଗିଲା। ମୋତେ ବିଜୁ ପକ୍କା ଘର ଦେଇଛନ୍ତି। ଏଥିସହ ରାସନକାର୍ଡ ଦେଇଛନ୍ତି। ତେଣୁ ମୁଁ ବିଜେଡିରେ ସାମିଲ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story