ଆଜି ମୟୂରଭଞ୍ଜ ଜିଲ୍ଲାର ନବନିର୍ବାଚିତ ପ୍ରତିନିଧିଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଝଟ୍‌କା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ନବନିର୍ବାଚତି ପ୍ରତିନିଧିଙ୍କ ସହ ସିଧାସଳଖ କଥା ହେଉଛନ୍ତି। ଏହି ମର୍ମରେ ଆଜି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ନବନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ୨୪ ତାରିଖ ଭିତରେ ପ୍ରାୟ ସବୁ ଜିଲ୍ଲାର ପ୍ରତିନିଧିଙ୍କୁ ଭେଟି ନବୀନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ମୁଖ୍ୟମନ୍ତ୍ରୀ ଯାଜପୁର ଓ କୋରାପୁଟ୍‌ ଜିଲ୍ଲାର ନବ ନିର୍ବାଚିତ ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କୁ ଭେଟି ବିଚାର ବିମର୍ଷ କରିଥିଲେ। […]

C8dPSoBWsAAQcvf

C8dPSoBWsAAQcvf

Rakesh Mallick
  • Published: Monday, 03 April 2017
  • Updated: 03 April 2017, 09:55 AM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଝଟ୍‌କା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ନବନିର୍ବାଚତି ପ୍ରତିନିଧିଙ୍କ ସହ ସିଧାସଳଖ କଥା ହେଉଛନ୍ତି। ଏହି ମର୍ମରେ ଆଜି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ନବନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ୨୪ ତାରିଖ ଭିତରେ ପ୍ରାୟ ସବୁ ଜିଲ୍ଲାର ପ୍ରତିନିଧିଙ୍କୁ ଭେଟି ନବୀନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ମୁଖ୍ୟମନ୍ତ୍ରୀ ଯାଜପୁର ଓ କୋରାପୁଟ୍‌ ଜିଲ୍ଲାର ନବ ନିର୍ବାଚିତ ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କୁ ଭେଟି ବିଚାର ବିମର୍ଷ କରିଥିଲେ। ଦୁଇଟି ଜିଲ୍ଲାର ପଞ୍ଚାୟତ ପ୍ରତିନିଧିଙ୍କ ସହ ପ୍ରାୟ ଅଢ଼େଇ ଘଣ୍ଟା ଧରି ସେ ଆଲୋଚନା କରିଥିଲେ। ଜଣେ ପରେ ଜଣେ ପ୍ରତିନିଧି ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଗରେ ନିଜର ମତ ରଖିଥିଲେ। ପଞ୍ଚାୟତ ନିର୍ବାଚନରେ କେତେ ଭୋଟ ମିଳିଥିଲା, ସଙ୍ଗଠନ କିପରି ଅଧିକ ମଜଭୁତ ହେବ ସେନେଥ ମତ ରଖିଥିଲେ ନବନିର୍ବାଚତ ପ୍ରତିନିଧି। ପରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଯୋଡ଼ି ହେବାକୁ ଓ ସୁବିଧା ଅସୁବିଧା ବୁଝିବାକୁ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story