ହତ୍ୟାର ଜବାବ୍‌ ହତ୍ୟାରେ, ଓଡ଼ିଶାର ଜବାବ ଛତିଶଗଡ଼ରେ; ଆସିଲା ସୁକମା ଆକ୍ରମଣର ଅଡିଓ ଟେପ୍‌

ମାଲକାନଗିରି: ପ୍ରତିଶୋଧ ପାଇଁ ଛତିଶଗଡ଼ ସୁକମା ଆକ୍ରମଣ ହୋଇଛି। ଓଡ଼ିଶାରେ ୯ ମାଓବାଦୀଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏହି ହମଲା କରାଯାଇଛି। ସାଧାରଣ, ଗରିବ ଓ ଶୋଷିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଏହି ଆକ୍ରମଣ କରାଯାଇଛି ବୋଲି ଦଣ୍ଡକାରଣ୍ୟ ଜୋନାଲ କମିଟି ପ୍ରବକ୍ତା ନିଖିଲ ଆଜି ଅଡିଓ ଟେପ୍‌ ଜାରି କରି କହିଛନ୍ତି। ସେ କହିଛନ୍ତି,“ଦେଶରେ ଲୋକତାନ୍ତ୍ରିକ ଫାଶିବାଦ ସୃଷ୍ଟି କରାଗଲାଣି। ଏସବୁର ଜବାବ ଦେବା ପାଇଁ ଚିନ୍ତାଗୁଫା ହମଲା କରାଯାଇଛି।” ଗତ ୨୪ […]

Naxal-attack-sukma

Naxal-attack-sukma

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 09:10 PM IST

Sports

Latest News

ମାଲକାନଗିରି: ପ୍ରତିଶୋଧ ପାଇଁ ଛତିଶଗଡ଼ ସୁକମା ଆକ୍ରମଣ ହୋଇଛି। ଓଡ଼ିଶାରେ ୯ ମାଓବାଦୀଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏହି ହମଲା କରାଯାଇଛି। ସାଧାରଣ, ଗରିବ ଓ ଶୋଷିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଏହି ଆକ୍ରମଣ କରାଯାଇଛି ବୋଲି ଦଣ୍ଡକାରଣ୍ୟ ଜୋନାଲ କମିଟି ପ୍ରବକ୍ତା ନିଖିଲ ଆଜି ଅଡିଓ ଟେପ୍‌ ଜାରି କରି କହିଛନ୍ତି।

ସେ କହିଛନ୍ତି,“ଦେଶରେ ଲୋକତାନ୍ତ୍ରିକ ଫାଶିବାଦ ସୃଷ୍ଟି କରାଗଲାଣି। ଏସବୁର ଜବାବ ଦେବା ପାଇଁ ଚିନ୍ତାଗୁଫା ହମଲା କରାଯାଇଛି।”

ଗତ ୨୪ ତାରିଖରେ ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ଯବାନ ସହିଦ୍‌ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ। ଆହତ ଯବାନମାନଙ୍କୁ ରାୟପୁର ରାମକୃଷ୍ଣ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତାହତ ସମସ୍ତ ଯବାନ ସିଆରଫିଏଫ-୭୪ ବାଟାଲିୟନର। ଆକ୍ରମଣ ପରେ ଯବାନଙ୍କଠାରୁ ସମସ୍ତ ଅସ୍ତ୍ରଶସ୍ତ୍ର ମାଓବାଦୀ ଲୁଟି ନେଇଥିଲେ। ରାସ୍ତା ସଫା ପାଇଁ ଜଙ୍ଗଲ ଭିତରକୁ ପ୍ରାୟ ୪୨ଜଣ  ଯବାନ ଯାଇଥିଲେ। ଏହି ସମୟରେ ପ୍ରାୟ ୩୦୦ରୁ ଅଧିକ ମାଓବାଦୀ ଆମ୍ବସ୍‌ ଲଗାଇ ବସି ରହିଥିଲେ ମଧ୍ୟ ଯବାନମାନେ ଏହା ଜାଣିପାରି ନ ଥିଲେ। ସୁଯୋଗ ଦେଖି ମାଓବାଦୀମାନେ ଯବାନଙ୍କ ଉପରକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story