ପୁଣି ମାତିଲେ ମାଓବାଦୀ: ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗଳା କାଟି ହତ୍ୟା

ବାଲିଗୁଡ଼ା(ଅଜିତ ନାୟକ): ପୁଣି ମାତିଛନ୍ତି ମାଓବାଦୀ। ପୁଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ବାଲିଗୁଡ଼ା ଥାନାର ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲ ତିଲକ ଜଙ୍ଗଲରେ ଏହି ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ନୀଳକଣ୍ଠ ମଲିକ। ନୀଳକଣ୍ଠ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ପୁଲିସ୍‌କୁ ତଥ୍ୟ ଦେଉଥିବା ଲାଲ ସଂଗଠନ ଆଶଙ୍କା କରୁଥିଲା। ଏଥିପାଇଁ ଆଜି ତାଙ୍କୁ ଜଙ୍ଗଲ ମଧ୍ୟରେ ଗଳାକାଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ […]

naxal

naxal

Hemant Lenka
  • Published: Monday, 24 October 2022
  • Updated: 24 October 2022, 07:23 PM IST

ବାଲିଗୁଡ଼ା(ଅଜିତ ନାୟକ): ପୁଣି ମାତିଛନ୍ତି ମାଓବାଦୀ। ପୁଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ବାଲିଗୁଡ଼ା ଥାନାର ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲ ତିଲକ ଜଙ୍ଗଲରେ ଏହି ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ନୀଳକଣ୍ଠ ମଲିକ।

ନୀଳକଣ୍ଠ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ପୁଲିସ୍‌କୁ ତଥ୍ୟ ଦେଉଥିବା ଲାଲ ସଂଗଠନ ଆଶଙ୍କା କରୁଥିଲା। ଏଥିପାଇଁ ଆଜି ତାଙ୍କୁ ଜଙ୍ଗଲ ମଧ୍ୟରେ ଗଳାକାଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନୀଳକଣ୍ଠଙ୍କୁ ହତ୍ୟା କରିବା ପରେ ମାଓବାଦୀମାନେ ଏକାଧିକ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ମାରିଛନ୍ତି।

ନିକଟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ମହିଳା ମାଓବାଦୀ ପୋୟମ ପାଣ୍ଡ ଓରଫ ସାବିତ୍ରୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ବ୍ୟାନର ଦ୍ୱାରା ସଂଗଠନର ସଦସ୍ୟମାନେ ସାଧାରଣ ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି। ପୁଲିସର ଦମନ ଓ ପୁଲିସର ନୂଆ କ୍ୟାମ୍ପକୁ ବିରୋଧ କରିବାକୁ ମଧ୍ୟ ମାଓବାଦୀମାନେ ପୋଷ୍ଟର ଯୋଗେ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏହାବାଦ ପୁଲିସର ଇନଫର୍ମର ଭାବେ କାମ କରୁଥିବା ଲୋକମାନେ ଏଥିରୁ ବିରତ ରୁହନ୍ତୁ। ନଚେତ ପରିଣାମ ଭୟଙ୍କର ହେବ ବୋଲି ମାଓବାଦୀମାନେ ଧମକ ଦେଇଛନ୍ତି।

କେକେବିଏନ ସିପିଆଇ ମାଓବାଦୀ ଡିଭିଜିନାଲ କମିଟି ତରଫରୁ ଏଭଳି ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ମରାଯାଇଛି। ପୋଷ୍ଟରକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି। ସେହିପରି ନୀଳକଣ୍ଠଙ୍କୁ ହରାଇ ତାଙ୍କ ପରିବାର ଲୋକ ମଧ୍ୟ ଭାଙ୍ଗି ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story