ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲଙ୍କ ପାଠଶାଳା ଠାବ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ମିଳିଥିଲା। ଆଜି ଏସ୍ଓଜି ଟିମ୍ ସେହି ଅଞ୍ଚଳରେ ଚଢ଼ଉ କରିଥିଲା।  ସୂଚନା ପାଇ ନକ୍ସଲମାନେ ସେଠାରୁ ପଳାଇଯାଇଥିଲେ। ପୁଲିସ୍ ନକ୍ସଲ ସାମଗ୍ରୀ ଜବତ କରିଥିଲା। ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲଙ୍କ ପାଠ୍ୟ ଶାଳା ଚାଲିଥିବା ତଥା ନକ୍ସଲମାନଙ୍କୁ ଟ୍ରେନିଂ ଦିଆଯାଉଥିବା ଜଣାପଡ଼ିଛି।

mao.jpg000

mao.jpg000

Tapaswini Nayak
  • Published: Saturday, 05 October 2019
  • Updated: 05 October 2019, 02:47 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି।

ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ମିଳିଥିଲା। ଆଜି ଏସ୍ଓଜି ଟିମ୍ ସେହି ଅଞ୍ଚଳରେ ଚଢ଼ଉ କରିଥିଲା।  ସୂଚନା ପାଇ ନକ୍ସଲମାନେ ସେଠାରୁ ପଳାଇଯାଇଥିଲେ। ପୁଲିସ୍ ନକ୍ସଲ ସାମଗ୍ରୀ ଜବତ କରିଥିଲା।

ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲଙ୍କ ପାଠ୍ୟ ଶାଳା ଚାଲିଥିବା ତଥା ନକ୍ସଲମାନଙ୍କୁ ଟ୍ରେନିଂ ଦିଆଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story