୬ଟି ଗାଡ଼ି ଜାଳିଦେଲେ ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ଗତକାଲି ରାତିରେ ନକ୍ସଲମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଜେସିବି ସମେତ ରାସ୍ତା କାମରେ ନିୟୋଜିତ ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ସୁକମା ଜିଲ୍ଲାର କୋତଣାଗର ଅଞ୍ଚଳରେ ରାସ୍ତା କାମ ଚାଲିଥିଲା। ନକ୍ସଲମାନେ ଏହି କାମକୁ ବିରୋଧ କରୁଥିଲେ। ହେଲେ ରାସ୍ତାକାମ ଜୋରସୋରରେ ଚାଲିଥିବାରୁ ନକ୍ସଲମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

yyyyyyyyyyyyyooo99

yyyyyyyyyyyyyooo99

Tapaswini Nayak
  • Published: Thursday, 25 June 2020
  • Updated: 25 June 2020, 02:02 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ଗତକାଲି ରାତିରେ ନକ୍ସଲମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଜେସିବି ସମେତ ରାସ୍ତା କାମରେ ନିୟୋଜିତ ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ।

ସୁକମା ଜିଲ୍ଲାର କୋତଣାଗର ଅଞ୍ଚଳରେ ରାସ୍ତା କାମ ଚାଲିଥିଲା। ନକ୍ସଲମାନେ ଏହି କାମକୁ ବିରୋଧ କରୁଥିଲେ। ହେଲେ ରାସ୍ତାକାମ ଜୋରସୋରରେ ଚାଲିଥିବାରୁ ନକ୍ସଲମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story