ନୟାଗଡ଼: ମରୁଡ଼ି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ କୃଷିମନ୍ତ୍ରୀ

ନୟାଗଡ଼: କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ନୟାଗଡ଼ ଜିଲ୍ଲାର ବିଭିନ୍ନ ମରୁଡ଼ି କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଥିଲେ। ସେ ଜିଲ୍ଲାର ବାଉଁଶିଆପଡ଼ା, ଇଟାମାଟି, ରାଜପାଟଣା ଆଦି ମରୁଡ଼ି ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଚାଷୀମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ନିଅଣ୍ଟିଆ ବର୍ଷା ଯୋଗୁ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସଙ୍ଗୀନ ଥିବା କୃଷିମନ୍ତ୍ରୀ କହିଛନ୍ତି। ତେବେ ନୟାଗଡ଼କୁ ଆଗରୁ ମରୁଡ଼ି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ  ଚାଷୀଙ୍କୁ […]

nayagada

nayagada

Rakesh Mallick
  • Published: Friday, 23 October 2015
  • Updated: 23 October 2015, 01:26 PM IST

Sports

Latest News

ନୟାଗଡ଼: କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ନୟାଗଡ଼ ଜିଲ୍ଲାର ବିଭିନ୍ନ ମରୁଡ଼ି କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଥିଲେ। ସେ ଜିଲ୍ଲାର ବାଉଁଶିଆପଡ଼ା, ଇଟାମାଟି, ରାଜପାଟଣା ଆଦି ମରୁଡ଼ି ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଚାଷୀମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ନିଅଣ୍ଟିଆ ବର୍ଷା ଯୋଗୁ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସଙ୍ଗୀନ ଥିବା କୃଷିମନ୍ତ୍ରୀ କହିଛନ୍ତି।

ତେବେ ନୟାଗଡ଼କୁ ଆଗରୁ ମରୁଡ଼ି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ  ଚାଷୀଙ୍କୁ କିପରି ଉପଯୁକ୍ତ ସାହାଯ୍ୟ ମିଳିପାରିବ ସେ ନେଇ ସରକାର ଉଦ୍ୟମ କରୁଥିବା ମନ୍ତ୍ରୀ  କହିଛନ୍ତି। ତାଙ୍କ ସହିତ ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story