ନୟାଗଡ଼: ମଧ୍ୟାହ୍ନ ଭୋଜନ ଖାଇ ୮ ଛାତ୍ରୀ ଅସୁସ୍ଥ

ନୟାଗଡ଼: ମଧ୍ୟାହ୍ନ ଭୋଜନ ଖାଇ ବୁଧବାର ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି।  ଗୁରତର ଅବସ୍ଥାରେ ସେମାନଙ୍କୁ ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଟିକେ ଖରାପ ଅଛି। ମଧ୍ୟାନ୍ନ ଭୋଜନରେ ଦିଆଯାଉଥିବା ସୋୟାବିନ୍ ବଡ଼ି ଖାଇବା ପରେ ଛାତ୍ରୀମାନଙ୍କର ମୁଣ୍ଡ ବୁଲାଇବା ସହ ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ସୋୟାବିନ୍ ବଡ଼ିରେ ପୋକ ଚାଲୁଥିବା କିଛି ଛାତ୍ରୀ […]

nayagada

nayagada

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 09:43 AM IST

Sports

Latest News

studentନୟାଗଡ଼: ମଧ୍ୟାହ୍ନ ଭୋଜନ ଖାଇ ବୁଧବାର ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି।  ଗୁରତର ଅବସ୍ଥାରେ ସେମାନଙ୍କୁ ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଟିକେ ଖରାପ ଅଛି।

ମଧ୍ୟାନ୍ନ ଭୋଜନରେ ଦିଆଯାଉଥିବା ସୋୟାବିନ୍ ବଡ଼ି ଖାଇବା ପରେ ଛାତ୍ରୀମାନଙ୍କର ମୁଣ୍ଡ ବୁଲାଇବା ସହ ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ସୋୟାବିନ୍ ବଡ଼ିରେ ପୋକ ଚାଲୁଥିବା କିଛି ଛାତ୍ରୀ ଅଭିଯୋଗ କରିଛନ୍ତି ।

ଗତ  ୬ତାରିଖରେ ସୋନପୁର ଜିଲ୍ଲା କେନ୍ଦୁପାଲି ସରକାରୀ ଉନ୍ନୀତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ଶହେ ପିଲା ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ବୀରମହାରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାକୁ ନେଇ  ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଭାତ ପୂରା ଟାଣ ଲାଗୁଥିଲା। ଚାଉଳ ସିଝି ନ ଥିଲା ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ।

ସେହିପରି ଗତ ୩୦ରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ସ୍ଥିତ ବାଞ୍ଜିପାଲି ଗ୍ରାମରେ ଥିବା ଛାତ୍ରାବାସରେ ମଧ୍ୟାହ୍ନ ଭୋଜନ ଖାଇ ୨୭ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story