ନୟାଗଡ଼: ବାଲ୍ୟ ବିବାହ ରୋକିଲା ପ୍ରଶାସନ, ଝିଅକୁ ଧରି ବାପାମାଆ ଫେରାର

ନୟାଗଡ଼: ପ୍ରଶାସନର ହସ୍ତକ୍ଷେପ ପରେ ନୟାଗଡ ଜିଲ୍ଲାରେ ଚାଲିଥିବା ଏକ ବାଲ୍ୟ ବିବାହ ବନ୍ଦ ହୋଇପାରିଛି। ତେବେ ନାବାଳିକା ଝିଅକୁ ବିବାହ ନ ଦେବାକୁ ବାପାମାଆ ରାଜି ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ଝିଅକୁ ନେଇ ଫେରାର ହୋଇଯାଇଛନ୍ତି। ବିବାହ ବନ୍ଦ ହୋଇଗଲା ସତ, ହେଲେ ଝିଅଟି କୌଣସି ଖୋଜ ଖବର ପ୍ରଶାସନ ପାଖରେ ନାହିଁ। ଝିଅଟିକୁ ଉଦ୍ଧାର କରାଯିବାକୁ ଉଦ୍ୟମ କରାଯାଉଥିବା ପୋଲିସ କହିଛି। ନୟାଗଡ଼ ବାଇଗୁଣିଆ ଗାଁରେ ଏପରି ଘଟଣା ଘଟିଛି। ନବମ ଶ୍ରାଣୀରେ […]

balika-badhu

balika-badhu

Rakesh Mallick
  • Published: Wednesday, 03 February 2016
  • Updated: 03 February 2016, 05:14 PM IST

Sports

Latest News

ନୟାଗଡ଼: ପ୍ରଶାସନର ହସ୍ତକ୍ଷେପ ପରେ ନୟାଗଡ ଜିଲ୍ଲାରେ ଚାଲିଥିବା ଏକ ବାଲ୍ୟ ବିବାହ ବନ୍ଦ ହୋଇପାରିଛି। ତେବେ ନାବାଳିକା ଝିଅକୁ ବିବାହ ନ ଦେବାକୁ ବାପାମାଆ ରାଜି ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ଝିଅକୁ ନେଇ ଫେରାର ହୋଇଯାଇଛନ୍ତି। ବିବାହ ବନ୍ଦ ହୋଇଗଲା ସତ, ହେଲେ ଝିଅଟି କୌଣସି ଖୋଜ ଖବର ପ୍ରଶାସନ ପାଖରେ ନାହିଁ। ଝିଅଟିକୁ ଉଦ୍ଧାର କରାଯିବାକୁ ଉଦ୍ୟମ କରାଯାଉଥିବା ପୋଲିସ କହିଛି।

ନୟାଗଡ଼ ବାଇଗୁଣିଆ ଗାଁରେ ଏପରି ଘଟଣା ଘଟିଛି। ନବମ ଶ୍ରାଣୀରେ ପଢୁଥିବା ଜଣେ ଛାତ୍ରୀର ବାହାଘର ଆୟୋଜନ କରାଯାଇଥିଲା। ନିମନ୍ତ୍ରଣ କାର୍ଡ ଓ ମଙ୍ଗନ ଭୋଜି ସବୁ ସରିଥିଲା। ଏହି ଖବର ପାଇ ଫତେଗଡ ପୋଲିସ ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ ଓ ସ୍ୱସ୍ଥାସେବୀ ଲିଙ୍କନ ସୁବୁଦ୍ଧି ଘଟଣା ସ୍ଥଳରେ ପହଞ୍ଚି ଏହାକୁ ବନ୍ଦ କରିଥିଲେ।

ସୂଚନାଯୋଗ୍ୟ, ଭୁବନେଶ୍ୱରର ଏକ ସ୍କୁଲରେ ଛାତ୍ରୀ ଜଣଙ୍କ ପଢୁଥିଲେ। ତାଙ୍କ ବଡ଼ ଭଉଣୀ ବାହାଘର ଠିକ ହୋଇଥିଲା। କିନ୍ତୁ ସେ ଅନ୍ୟତ୍ର ବାହା ହୋଇଯିବାରୁ ସେହି ଯୁବକଙ୍କ ସହ ସାନ ଭଉଣୀଙ୍କୁ ବାହା ଦେବା ପାଇଁ ଯୋଜନା କରିଥିଲେ ପରିବାର ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story