ନୟାଗଡ଼: ଦେଉଳିରେ ଝାଡ଼ାବାନ୍ତି, ବାସି ଖଦ୍ୟ ଖାଇ ୨୦ରୁ ଅଧିକ ଅସୁସ୍ଥ

ନୟାଗଡ଼: ଦେଉଳିରେ ଝାଡ଼ାବାନ୍ତି ହୋଇ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ୧୦ଜଣଙ୍କୁ ଆମ୍ବୁଲାନ୍ସରେ ଅଣାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇଦିନ ପୂର୍ବେ ଗାଁରେ ଏକ ବାହାଘର ହୋଇଥିଲା। ବିହାଘର ଉତ୍ସବର ବାସି ଭୋଜି ଖାଇ ଏହି ଲୋକମାନେ ଅସୁସ୍ଥ ହୋଇପଡ଼ିଛନ୍ତି।

ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ୨୪ ଘଣ୍ଟା ପାଇଁ ସେମାନଙ୍କୁ ଅବଜରଭେସନରେ ରଖାଯାଇଥିବା ଅସୁସ୍ଥଙ୍କ ଚିକିତ୍ସା କରୁଥିବା ଡାକ୍ତର ଶତୃଘ୍ନ ନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ

ଆଜିଠୁ ୮ଟି ରୁଟ୍‌ରେ ଗଡ଼ିବ ମୋ ବସ୍‌

ଆଜିଠୁ ପ୍ରବଳ ବର୍ଷା; ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣଂ

୫୦ % କର୍ମଚାରୀରେ କାମ କରିବେ ବ୍ୟାଙ୍କ, ବୀମା ଓ ଅର୍ଥଲଗାଣ ସଂସ୍ଥା

ବାଇକ୍‌ ଆରୋହୀ ଉପରେ ଚଢ଼ିଗଲା ଟ୍ରକ୍‌, ମୃତ୍ୟୁର ଫାଶରେ ଫସିଗଲେ ଡ୍ରାଇଭର

ଏମିତି ବି ଆସେ ମୃତ୍ୟୁ! ସୁଦ୍ଧିକ୍ରିୟାରୁ ଫେରୁଥିବା ବେଳେ ଗଛରେ ପିଟିହେଲା ବୋଲେରୋ

ମନ୍ଦିର ନଖୋଲିଲେ ଟଙ୍କା ଦିଅ, ମାସିକ ପନ୍ଦର ହଜାର ଦାବି  

ରେଷ୍ଟୁରାଣ୍ଟ ଖୋଲିବ, କେବଳ ହୋମ୍‌ ଡେଲିଭରି

ସାଂଘାତିକ୍‌ ଅଭିଯୋଗ: ଏମକେସିଜିରେ ମିଳୁନି ଅମ୍ଲଜାନ, ଚାଲିଯାଉଛି କରୋନା ରୋଗୀଙ୍କ ଜୀବନ

ଗ୍ରୀଡ୍‌ ଷ୍ଟେସନରେ ଅଗ୍ନିକାଣ୍ଡ

ଭୟାନକ ହେଲାଣି ଗଞ୍ଜାମରେ କରୋନା ପରିସ୍ଥିତି: ନିରଞ୍ଜନ

କଟକଣାକୁ ଫୁ’: ବଙ୍ଗଳା ମରାମତିରେ ରାଜକୋଷରୁ ୯୪ ଲକ୍ଷ ଟଙ୍କା ଖଇରାତ

ଆଉ ଖେଳିବେନି ରକ୍ତର ହୋଲି, ରକ୍ଷା ବନ୍ଧନରେ ଭଉଣୀକୁ କଥା ଦେଲେ ଭାଇ