ବସ୍ତାନିରେ ବାଣ ଫୁଟି ଦୁଇ ଛାତ୍ର ଆହତ

ନୟାଗଡ଼: ନୟାଗଡ଼ ଖଣ୍ଡପଡ଼ା ବ୍ଳକ୍‌ କାଚେରା ସାହିରେ ଅଘଟଣ। ଟ୍ୟୁସନ୍‌ରେ ବାଣ ବିସ୍ଫୋରଣ ଘଟି ଦୁଇ ଛାତ୍ର ଆହତ ହୋଇଛନ୍ତି।  ସେମାନଙ୍କୁ ନାୟଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଆହତ ଦୁଇ ଜଣ ହେଲେ ପଥୁରିଆ ଗାଁର ସୂର୍ଯ୍ୟକାନ୍ତ ଜେନା ଓ ରଞ୍ଜନ ଦାସ।  ଏମାନଙ୍କ ମଧ୍ୟରୁ ଜଣଙ୍କ ପାପୁଲିରେ ଗୁରୁତର ଆଘାତ ଲାଗିଥବା ଜଣାପଡିଛି। ଜଣେ ଛାତ୍ର ବ୍ୟାଟେରୀରୁ ତାର ମାଧ୍ୟମରେ ଏଲଇଡି ଲାଇଟ୍ ଲଗାଇବାକୁ ଉଦ୍ୟମ କରିଥିଲେ।  ଏହି ସମୟରେ ତାଙ୍କ ବ୍ୟାଗରେ ଥିବା […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 02:20 PM IST

Sports

Latest News

ନୟାଗଡ଼: ନୟାଗଡ଼ ଖଣ୍ଡପଡ଼ା ବ୍ଳକ୍‌ କାଚେରା ସାହିରେ ଅଘଟଣ। ଟ୍ୟୁସନ୍‌ରେ ବାଣ ବିସ୍ଫୋରଣ ଘଟି ଦୁଇ ଛାତ୍ର ଆହତ ହୋଇଛନ୍ତି।  ସେମାନଙ୍କୁ ନାୟଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଆହତ ଦୁଇ ଜଣ ହେଲେ ପଥୁରିଆ ଗାଁର ସୂର୍ଯ୍ୟକାନ୍ତ ଜେନା ଓ ରଞ୍ଜନ ଦାସ।  ଏମାନଙ୍କ ମଧ୍ୟରୁ ଜଣଙ୍କ ପାପୁଲିରେ ଗୁରୁତର ଆଘାତ ଲାଗିଥବା ଜଣାପଡିଛି।

ଜଣେ ଛାତ୍ର ବ୍ୟାଟେରୀରୁ ତାର ମାଧ୍ୟମରେ ଏଲଇଡି ଲାଇଟ୍ ଲଗାଇବାକୁ ଉଦ୍ୟମ କରିଥିଲେ।  ଏହି ସମୟରେ ତାଙ୍କ ବ୍ୟାଗରେ ଥିବା ବାଣଟି ଫୁଟି ଯାଇଥିବା କୁହାଯାଉଛି।  ସେପଟେ ବ୍ୟାଗରେ ବାଣ ନଥିବା ବରଂ ବ୍ୟାଟେରିଟି ଫାଟି ବିସ୍ଫୋରଣ ହୋଇଥିବା ଟ୍ୟୁସନ୍ ଶିକ୍ଷକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story