ଏନ୍‌ସିସି କ୍ୟାଡେଟ୍‌ଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେଇଥିବା ଓଡ଼ିଶାର ଏନ୍‌ସିସି କ୍ୟାଡେଟଙ୍କୁ ଆଜି ରାଜ୍ୟପାଳ ଏସ୍‌ସି ଜମୀର ସମ୍ୱର୍ଦ୍ଧିତ କରିଛନ୍ତି। ନୂଆଦିଲ୍ଲୀରେ ପାଳିତ ହୋଇଥିବା ଗଣତନ୍ତ୍ର ଦିବସରେ ସମଗ୍ର ଦେଶରୁ ଏନ୍‌ସିସି କ୍ୟାଡେଟ୍‌ମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଓଡିଶାର ୧୦୮ ଜଣ କ୍ୟାଡେଟ୍‌ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦୁଇ ଜଣ କ୍ୟାଡେଟଙ୍କୁ ରକ୍ଷାମନ୍ତ୍ରୀ କମେଣ୍ଡେସନ୍‌ କାର୍ଡ଼ ଓ ଡିଫେନ୍ସ ସେକ୍ରେଟାରୀ କମେଣ୍ଡେସନ୍‌ କାର୍ଡ଼ ପ୍ରଦାନ କରାଯାଇଥିଲା। ସେହିପରି ଓଡ଼ିଶାର ୨୫ […]

ncc-cadet

ncc-cadet

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 09:05 PM IST

Sports

Latest News

ଭୁବନେଶ୍ୱର: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେଇଥିବା ଓଡ଼ିଶାର ଏନ୍‌ସିସି କ୍ୟାଡେଟଙ୍କୁ ଆଜି ରାଜ୍ୟପାଳ ଏସ୍‌ସି ଜମୀର ସମ୍ୱର୍ଦ୍ଧିତ କରିଛନ୍ତି।

ନୂଆଦିଲ୍ଲୀରେ ପାଳିତ ହୋଇଥିବା ଗଣତନ୍ତ୍ର ଦିବସରେ ସମଗ୍ର ଦେଶରୁ ଏନ୍‌ସିସି କ୍ୟାଡେଟ୍‌ମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଓଡିଶାର ୧୦୮ ଜଣ କ୍ୟାଡେଟ୍‌ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦୁଇ ଜଣ କ୍ୟାଡେଟଙ୍କୁ ରକ୍ଷାମନ୍ତ୍ରୀ କମେଣ୍ଡେସନ୍‌ କାର୍ଡ଼ ଓ ଡିଫେନ୍ସ ସେକ୍ରେଟାରୀ କମେଣ୍ଡେସନ୍‌ କାର୍ଡ଼ ପ୍ରଦାନ କରାଯାଇଥିଲା।

ସେହିପରି ଓଡ଼ିଶାର ୨୫ ଜଣ କ୍ୟାଡେଟ୍‌ ସମ୍ମାନଜନକ ରାଜପଥ ପ୍ୟାରେଡରେ ଭାଗ ନେବାର ସୁଯୋଗ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story