ଏନ୍‌ସିଏସ୍‌ସି ବୈଠକରେ ପଡିଲା କନ୍ଧମାଳ ଗୁଳିକାଣ୍ଡ ମାମଲା

ଭୁବନେଶ୍ୱର: କନ୍ଧମାଳ ଗୁଳିକାଣ୍ଡ ନେଇ ଆଜି ନୂଆଦିଲ୍ଲୀରେ ବସିଥିବା ଜାତୀୟ ଅନୁସୂଚିତ ଜାତି କମିଶନ(ଏନ୍‌ସିଏସ୍‌ସି) ବୈଠକରେ ଆଲୋଚନା ହୋଇଛି।  ଗୁଳିକାଣ୍ଡ ନେଇ କମିଶନ ଅଧ୍ୟକ୍ଷ ପି.ଏଲ ପୁନିଆ ମାଗିଥିବା ରିପୋର୍ଟର ଜବାବ ଖୁବଶୀଘ୍ର ଦିଆଯିବ ବୋଲି ବୈଠକର ପରେ କହିଛନ୍ତି ପୋଲିସ ଡିଜି କେ.ବି. ସିଂ। ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସୁରକ୍ଷା ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ଆଲୋଚନା ବେଳେ ଓଡ଼ିଶାର ଗୃହ ବିଭାଗ ସଚିବ ଅସିତ ତ୍ରିପାଠୀ ଓ […]

ncsc

ncsc

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 11:10 PM IST

Sports

Latest News

ଭୁବନେଶ୍ୱର: କନ୍ଧମାଳ ଗୁଳିକାଣ୍ଡ ନେଇ ଆଜି ନୂଆଦିଲ୍ଲୀରେ ବସିଥିବା ଜାତୀୟ ଅନୁସୂଚିତ ଜାତି କମିଶନ(ଏନ୍‌ସିଏସ୍‌ସି) ବୈଠକରେ ଆଲୋଚନା ହୋଇଛି।  ଗୁଳିକାଣ୍ଡ ନେଇ କମିଶନ ଅଧ୍ୟକ୍ଷ ପି.ଏଲ ପୁନିଆ ମାଗିଥିବା ରିପୋର୍ଟର ଜବାବ ଖୁବଶୀଘ୍ର ଦିଆଯିବ ବୋଲି ବୈଠକର ପରେ କହିଛନ୍ତି ପୋଲିସ ଡିଜି କେ.ବି. ସିଂ। ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସୁରକ୍ଷା ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ଆଲୋଚନା ବେଳେ ଓଡ଼ିଶାର ଗୃହ ବିଭାଗ ସଚିବ ଅସିତ ତ୍ରିପାଠୀ ଓ ଏସ୍‌ସି ଓ ଏସ୍‌ଟି କଲ୍ୟାଣ ବିଭାଗର ସଚିବ ସୁରେନ୍ଦ୍ର କୁମାର ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କୁ ଜାତୀୟ ଏସ୍‌ସି କମିଶନ ସମନ ଜାରୀ କରିଥିଲେ। ଏ ନେଇ ଦିଲ୍ଲୀରେ ବସିଥିବାକୁ ବୈଠକରେ ରାଜ୍ୟ ଗୃହ ସଚିବ ବସିବାକୁ ବସିବାକୁ ଥିବା ବୈଠକରେ ଗୃହ ସଚିବ, ପୋଲିସ ଡିଜି ଏବଂ ଏସ୍‌ସି/ଏସ୍ ‌ଟି ସଚିବଙ୍କୁ ହାଜର ହେବାକୁ କୁହାଯାଇଥିଲା। ବୈଠକରେ ଏହି ଅଧିକାରୀମାନେ ଯୋଗଦେଇ କନ୍ଧମାଳ ଗୁଳିକାଣ୍ଡ ଘଟଣାରେ ତଥ୍ୟ ଉପସ୍ଥାପନ କରିଥିଲେ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ନୀରିହ ଲୋକଙ୍କ ଜୀବନ ଯିବା ପରେ ଏସ୍‌ସି କମିଶନ ପି.ଏଲ. ପୁନିଆ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମୃତକ ଓ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story