ନୀଳାଚଳ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସ ନର୍ସିଂ କଲେଜରେ ଭଙ୍ଗାରୁଜା

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳରେ ପ୍ଲେସମେଣ୍ଟ କେଳେଙ୍କାରୀ ନ ଥମୁଣୁ ଆଜି ନୀଳାଚଳ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସ ନର୍ସିଂ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। କଲେଜ ଆଫିଲେସନ ନଥିବାରୁ ମାର୍କସିଟ, ରେଜିଷ୍ଟ୍ରେସନ ନମ୍ବର ଓ ପ୍ରୋଭିଜିଓନାଲ ସାର୍ଟିଫିକେଟ ନଦେବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କଲେଜରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗରୁ ପ୍ରକାଶ, ୨୦୧୧ରେ କଲେଜର ଆଫିଲେସନ କଟିଯାଇଛି। ଏହା ସତ୍ତ୍ୱେ କଲେଜ କର୍ତ୍ତୃପକ୍ଷ ବିଏସି ନର୍ସିଂ କୋର୍ସ ପାଇଁ […]

Nilachala

Nilachala

Rakesh Mallick
  • Published: Friday, 26 May 2017
  • Updated: 26 May 2017, 07:13 PM IST

Sports

Latest News

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳରେ ପ୍ଲେସମେଣ୍ଟ କେଳେଙ୍କାରୀ ନ ଥମୁଣୁ ଆଜି ନୀଳାଚଳ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସ ନର୍ସିଂ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। କଲେଜ ଆଫିଲେସନ ନଥିବାରୁ ମାର୍କସିଟ, ରେଜିଷ୍ଟ୍ରେସନ ନମ୍ବର ଓ ପ୍ରୋଭିଜିଓନାଲ ସାର୍ଟିଫିକେଟ ନଦେବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କଲେଜରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଛାତ୍ରଛାତ୍ରୀଙ୍କ ଅଭିଯୋଗରୁ ପ୍ରକାଶ, ୨୦୧୧ରେ କଲେଜର ଆଫିଲେସନ କଟିଯାଇଛି। ଏହା ସତ୍ତ୍ୱେ କଲେଜ କର୍ତ୍ତୃପକ୍ଷ ବିଏସି ନର୍ସିଂ କୋର୍ସ ପାଇଁ ଛାତ୍ରଛାତ୍ରୀଙ୍କୁ ଆଡମିଶନ କଲେ। ପରେ ପରୀକ୍ଷା କରି ମାର୍କସିଟ ଓ ପ୍ରୋଭିଜିଓନାଲ ସାର୍ଟିଫିକେଟ ଦେଉନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story