ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ

ଭୁବନେଶ୍ୱର: ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ର ରେଜଲ୍ଟ ଆଜି ପ୍ରକାଶ ପାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଏମବିବିଏସ୍ ଓ ବିଡିଏସରେ ନାମ ଲେଖାଇବେ। ସର୍ବଭାରତୀୟ ସ୍ତରରେ ୧୧ଲକ୍ଷ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୩୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ରେଜଲ୍ଟ ପ୍ରକାଶ ପାଇଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ରେଜଲ୍ଟ ଜୁନ୍ ୨୬ତାରିଖ ପୂର୍ବରୁ ପ୍ରକାଶ ପାଇବ ବୋଲି ସିବିଏସଇ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଥିଲେ।   […]

neet

neet

Rakesh Mallick
  • Published: Friday, 23 June 2017
  • Updated: 23 June 2017, 12:34 PM IST

Sports

Latest News

ଭୁବନେଶ୍ୱର: ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ର ରେଜଲ୍ଟ ଆଜି ପ୍ରକାଶ ପାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଏମବିବିଏସ୍ ଓ ବିଡିଏସରେ ନାମ ଲେଖାଇବେ। ସର୍ବଭାରତୀୟ ସ୍ତରରେ ୧୧ଲକ୍ଷ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୩୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ରେଜଲ୍ଟ ପ୍ରକାଶ ପାଇଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ରେଜଲ୍ଟ ଜୁନ୍ ୨୬ତାରିଖ ପୂର୍ବରୁ ପ୍ରକାଶ ପାଇବ ବୋଲି ସିବିଏସଇ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story