ନେହେରୁଙ୍କୁ ଅସମ୍ମାନ ପ୍ରସଙ୍ଗ: ଅଭିଯୁକ୍ତ ବିରୋଧରେ ନୋଟିସ୍ ଜାରି

କଟକ: କଟକ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଭିଜିଟର୍ସ ବୁକ୍‌ରେ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଘଟଣାରେ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିବ କମିଶନରେଟ୍ ପୋଲିସ୍। ୭ ଦିନ ଭିତରେ ଦରଘାବଜାର ଥାନାରେ ହାଜର ହେବା ଲାଗି ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରାଯିବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ୍ ସଂଗ୍ରହାଳୟକୁ ଯାଇ ସିସିଟିଭି ଫୁଟେଜ୍‌ ସହ ଭିଜିଟର୍ସକୁ ବୁକ୍‌କୁ ଜବତ କରିଛି। ରବିବାର ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ […]

neheru

neheru

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 04:36 PM IST

Sports

Latest News

କଟକ: କଟକ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଭିଜିଟର୍ସ ବୁକ୍‌ରେ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଘଟଣାରେ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିବ କମିଶନରେଟ୍ ପୋଲିସ୍। ୭ ଦିନ ଭିତରେ ଦରଘାବଜାର ଥାନାରେ ହାଜର ହେବା ଲାଗି ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରାଯିବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ପୋଲିସ୍ ସଂଗ୍ରହାଳୟକୁ ଯାଇ ସିସିଟିଭି ଫୁଟେଜ୍‌ ସହ ଭିଜିଟର୍ସକୁ ବୁକ୍‌କୁ ଜବତ କରିଛି। ରବିବାର ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମ୍ୟୁଜିୟମର ଭିଜିଟର୍ସ ବୁକରେ ହସ୍ତାକ୍ଷର କରିବା ସମୟରେ ଏହି ଲେଖା ନଜରକୁ ଆସିଥିଲା। ଜୟରାମଙ୍କ ପୂର୍ବରୁ ଭିଜିଟର୍ସ ବୁକ୍‌ରେ ହସ୍ତାକ୍ଷର କରିଥିଲେ ଭୁବନେଶ୍ୱରର ପ୍ରମୋଦ ରଞ୍ଜନ ଦେ ଓ ତାଙ୍କ ପତ୍ନୀ ଲୋପାମୁଦ୍ରା ଦେ। ପ୍ରମୋଦ ନେହେରୁଙ୍କ ବିରୁଦ୍ଧରେ ଏଭଳି ଅଶାଳୀନ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ନଗର କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବା ସହ ଦରଘାବଜାର ଥାନାରେ ଏତଲା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story