ଅନୁଭବଙ୍କୁ ହଇରାଣ କରୁଛନ୍ତି ପଡ଼ୋଶୀ; ପୁଲିସ୍‌ ବି କରୁନି ସହଯୋଗ !

କଟକ(ଓଡ଼ିଶା ରିପୋର୍ଟର): ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ତାଙ୍କ ପଡ଼ୋଶୀ ମନଜିତ ଦାସ ନିୟମିତ ହଇରାଣ କରୁଥିବା ଅଭିଯୋଗ ହୋଇଛି। ନିଜେ ଅନୁଭବ ଏ ଅଭିଯୋଗ କରି କମିଶନରେଟ୍‌ ପୁଲିସର ସହାୟତା ମାଗିଛନ୍ତି। ଏକ ଟ୍ୱିଟ୍ କରି ସେ ଏହି ଅଭଯୋଗ କରିଥିବା ବେଳେ ଅନ୍ୟ ଏକ ଟ୍ୱିଟ୍‌ରେ କଟକ ପୁରୀଘାଟ ଥାନା ଆଇଆଇସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅନୁଭବ ଲେଖିଛନ୍ତି। ଏହି ଘଟଣାରେ ସେମାନେ ଯେଭଳି ପରସ୍ପର ସହିତ ଜଡିତ ଅଛନ୍ତି […]

456-750x430

456-750x430

Tapaswini Nayak
  • Published: Monday, 30 September 2019
  • Updated: 30 September 2019, 02:51 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ତାଙ୍କ ପଡ଼ୋଶୀ ମନଜିତ ଦାସ ନିୟମିତ ହଇରାଣ କରୁଥିବା ଅଭିଯୋଗ ହୋଇଛି। ନିଜେ ଅନୁଭବ ଏ ଅଭିଯୋଗ କରି କମିଶନରେଟ୍‌ ପୁଲିସର ସହାୟତା ମାଗିଛନ୍ତି।

ଏକ ଟ୍ୱିଟ୍ କରି ସେ ଏହି ଅଭଯୋଗ କରିଥିବା ବେଳେ ଅନ୍ୟ ଏକ ଟ୍ୱିଟ୍‌ରେ କଟକ ପୁରୀଘାଟ ଥାନା ଆଇଆଇସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅନୁଭବ ଲେଖିଛନ୍ତି।

ଏହି ଘଟଣାରେ ସେମାନେ ଯେଭଳି ପରସ୍ପର ସହିତ ଜଡିତ ଅଛନ୍ତି ଓ ତାହା ତାଙ୍କୁ ଦୁଃଖ ଦେଇଛି ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ଏ ନେଇ ଅନୁଭବ ଘଟଣାର ସାକ୍ଷୀ ଥିବା ବ୍ୟକ୍ତିଙ୍କ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଘଟଣା ସମ୍ପର୍କରେ ନିଜେ ପଚାରୁଛନ୍ତି ।

ତେବେ ଏନେଇ ସଂପୃକ୍ତ ଆଇଆଇସିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପକ୍ଷରେ ମନଜିତ, ଅନୁଭବ କରିଥିବା ଅଭିଯୋଗର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି, ଅନୁଭବ ଯଦି ଲିଖିତ ଅଭିଯୋଗ କରନ୍ତି, ତେବେ ସେ ଏହାର ଜବାବ ଦେବେ।

ଅନୁଭବ ଥାନାକୁ ନ ଯାଇ କିମ୍ବା ପୁଲିସ୍‌ କମିଶନରଙ୍କ ନିକଟରେ ଲିଖିତ ଅଭିଯୋଗ ନ କରି କାହିଁକି ସୋଶାଲ୍ ମିଡିଆକୁ ଗଲେ, ତାକୁ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟ୍‌ ଅଭିଯୋଗ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଅଖିଲେଶ୍ୱର ସିଂ।

ସେ କହିଛନ୍ତି,“ ଗତକାଲି ରାତିରେ ପୁରୀ ଘାଟ ଥାନା ଅଞ୍ଚଳରେ ରହୁଥିବା ଏମ୍‌ପିଙ୍କର ପଡ଼ୋଶୀଙ୍କ ସହ କିଛି ଗଣ୍ଡଗୋଳ ହୋଇଥିଲା। ଏନେଇ ଏମ୍‌ପିଙ୍କ ଅଭିଯୋଗ ଆସିବା ପରେ ଘଟଣାସ୍ଥଳକୁ ଯାଇଥିଲେ ଆଇଆଇସି। ସେଠାରେ ଆଇଆଇସି ଏମ୍‌ପିଙ୍କ ସହ କଥା ହୋଇ ଘଟଣାର ଅନୁଧ୍ୟାନ କରିଥିଲେ।  ଏମ୍‌ପି ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ଦେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।“

ଅପରପକ୍ଷେ ଆଇଆଇସି ଏମ୍‌ପିଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ସଂକ୍ରାନ୍ତରେ ଡିସିପି କହିଛନ୍ତି, ଉକ୍ତ ସମୟରେ ସ୍ଥାନୀୟ ଲୋକ ବି ସେଠାରେ ଉପସ୍ଥିତ ଥିଲେ। ଏସମ୍ପର୍କରେ କିଛି ଅଭିଯୋଗ ହୋଇନି। ଦରକାର ପଡ଼ିଲେ ଏହାର ବି ତଦନ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story