ମରିଗଲା ମାନବିକତା: ବୃଦ୍ଧ ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଯାଜପୁର(ଓଡ଼ିଶା ରିପୋର୍ଟର): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୃଦ୍ଧା ଦମ୍ପତିଙ୍କୁ ଅକଥନୀୟ ଅତ୍ୟାଚାର। ଖୁଣ୍ଟରେ ବାନ୍ଧି ଶାସ୍ତି ଦେଲେ ସମ୍ପର୍କୀୟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ। ଗାଁର ଭଗବାନ ଦାସ ଓ ତାଙ୍କ ବୃଦ୍ଧା ପତ୍ନୀଙ୍କୁ ସମ୍ପର୍କୀୟ ପୁତୁରା ଓ ପୁତୁରା ବୋହୂ ଖୁଣ୍ଟରେ ଦୀର୍ଘ ସମୟ ଧରି ବାନ୍ଧି ନିର୍ଯାତନା ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଜମିବାଡ଼ିକୁ ଭାଗବଣ୍ଟାକୁ କେନ୍ଦ୍ର କରି ଭଗବାନ ଓ ତାଙ୍କ […]

jajpur

jajpur

Rakesh Mallick
  • Published: Friday, 26 January 2018
  • Updated: 26 January 2018, 07:59 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୃଦ୍ଧା ଦମ୍ପତିଙ୍କୁ ଅକଥନୀୟ ଅତ୍ୟାଚାର। ଖୁଣ୍ଟରେ ବାନ୍ଧି ଶାସ୍ତି ଦେଲେ ସମ୍ପର୍କୀୟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ। ଗାଁର ଭଗବାନ ଦାସ ଓ ତାଙ୍କ ବୃଦ୍ଧା ପତ୍ନୀଙ୍କୁ ସମ୍ପର୍କୀୟ ପୁତୁରା ଓ ପୁତୁରା ବୋହୂ ଖୁଣ୍ଟରେ ଦୀର୍ଘ ସମୟ ଧରି ବାନ୍ଧି ନିର୍ଯାତନା ଦେଇଥିବା ଥାନାରେ ଅଭିଯୋଗ ହୋଇଛି।
ଜମିବାଡ଼ିକୁ ଭାଗବଣ୍ଟାକୁ କେନ୍ଦ୍ର କରି ଭଗବାନ ଓ ତାଙ୍କ ପୁତୁରାଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଥିଲା। ତେବେ ଗତକାଲି କୌଣସି କାରଣକୁ ନେଇ ଭଗବାନଙ୍କ ପତ୍ନୀଙ୍କୁ ପ୍ରଥମେ ତାଙ୍କ ପୁତୁରା ଓ ପୁତୁରା ବୋହୂ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଖବର ପାଇ ନିଜେ ଭଗବାନ, ପତ୍ନୀଙ୍କୁ ଉଦ୍ଧାର କରିବାକୁ ଯାଇଥିବାବେଳେ ତାଙ୍କୁ ମଧ୍ୟ ଗଛରେ ବାନ୍ଧି ନିର୍ଯାତନା ଦିଆଯାଇ ଥିଲା। ଏ ନେଇ ଭଗବାନ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ୨ ମହିଳାଙ୍କ ସହ ୪ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story