ଠିକାଦାରୀ ହେଲା କାଳ, ଖୁଡ଼ିକୁ ହାଣିଲା ପୁତୁରା

ଆଠଗଡ଼ (ନୀଳକଣ୍ଠ ଦୋରା):  ଠିକାଦାରୀ ଓ ପୂର୍ବ ଶତ୍ରୁତାରୁ ହେଲା ରକ୍ତପାତ।  ପୁତୁରାର ଅତର୍କିତ ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ହୋଇଛନ୍ତି।  ଏପରି ବିଭତ୍ସ କାଣ୍ଡ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତ ମହିଳାଙ୍କ ନାଁ ବିଲି ମହାଳିକ । ଗୁରୁତର ଦ୍ୱୟ ହେଲେ ବିଲିଙ୍କ ସ୍ୱାମୀ ଶିବ ମହାଳିକ ଓ ପୁଅ […]

attack

attack

Niharika Rout
  • Published: Monday, 09 August 2021
  • Updated: 09 August 2021, 03:20 PM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା):  ଠିକାଦାରୀ ଓ ପୂର୍ବ ଶତ୍ରୁତାରୁ ହେଲା ରକ୍ତପାତ।  ପୁତୁରାର ଅତର୍କିତ ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ହୋଇଛନ୍ତି।  ଏପରି ବିଭତ୍ସ କାଣ୍ଡ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତ ମହିଳାଙ୍କ ନାଁ ବିଲି ମହାଳିକ । ଗୁରୁତର ଦ୍ୱୟ ହେଲେ ବିଲିଙ୍କ ସ୍ୱାମୀ ଶିବ ମହାଳିକ ଓ ପୁଅ ଆଲୋକ ମହାଳିକ। 

ସୂଚନା ଅନୁଯାୟୀ, କାଠଖୁଣ୍ଟ ଗାଁରେ ଆଲୋକ ମହାଳିକ ଓ ବାଦଲ ମହାଳିକଙ୍କ ପରିବାର ରୁହନ୍ତି। ଉଭୟ ସମ୍ପର୍କରେ ଦାଦା ପୁଅ ଓ ବଡ଼ବାପା ପୁଅ ଭାଇ।  କିନ୍ତୁ ଠିକାଦାରୀ କାମକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା।  ଗାଁକୁ ଆସୁଥିବା ସରକାରୀ କାମ ପ୍ରାୟତଃ ଆଲୋକ ପାଉଥିବା ବେଳେ ଏଥିପାଇଁ ବାଦଲ ତାଙ୍କୁ ଈର୍ଷା କରୁଥିଲେ।

ବାଦଲ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିଲେ। ଏହି ସମୟରେ ଆଲୋକ ନିଜ ଘର ବାହାରେ ଛିଡ଼ା ହୋଇଥିଲେ। ବାଦଲ ତାଙ୍କୁ ଦେଖି ଗାଳିଗୁଲଜ କରିଥିଲେ। ଏଥିଯୋଗୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତା’ପରେ ବାଦଲ ଓ ତାଙ୍କ ପରିବାର ଲୋକେ ଘରୁ ଖଣ୍ଡା ଓ ଭୁଜାଲି ଆଣି ଆଲୋକଙ୍କୁ ଆକ୍ରମଣ କରିଥିଲେ। ଆଲୋକଙ୍କ ଚିତ୍କାର ଶୁଣି ତାଙ୍କ ବାପା ଓ ମା’ ଘରୁ ବାହାରକୁ ଆସିଥିଲେ। ସେମାନେ ପ୍ରତିରୋଧ କରିବାକୁ ପ୍ରୟାସ କରିଥିଲେ।

ବାଦଲଙ୍କ ପରିବାର ଲୋକଙ୍କ ଆକ୍ରମଣରେ ଘଟଣାସ୍ଥଳରେ ଆଲୋକଙ୍କ ମା’ ବିଲିଙ୍କ ମୃତ୍ୟୁ ଘଟିଥିଲା।  ଆଲୋକ ଓ ତାଙ୍କ ବାପାଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଆଠଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାଦଲଙ୍କ ପରିବାର ଗାଁରୁ ଫେରାର ହୋଇ ଯାଇଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story