ପରିତ୍ୟକ୍ତ ସ୍ଥାନରୁ ଶିଶୁ ପୁତ୍ର ଉଦ୍ଧାର

ଗୁଣୁପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଦଣ୍ଡାସି ସାହି ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଏକ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଗୁଡାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ଆଜି ସକାଳେ ପାଣ୍ଡବ ସାହୁ ନାମକ ଜଣେ ବ୍ୟକ୍ତି ଶିଶୁଟି କାନ୍ଦୁ ଶୁଣିବାକୁ ପାଇଥିଲେ। ଏହାପରେ ସେ ଆଖପାଖ ଖୋଜିବା ପରେ ଶିଶୁଟିକୁ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ। ତୁରନ୍ତ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିର […]

new-burn00

new-burn00

Tapaswini Nayak
  • Published: Friday, 22 November 2019
  • Updated: 22 November 2019, 12:52 PM IST

Sports

Latest News

ଗୁଣୁପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଦଣ୍ଡାସି ସାହି ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଏକ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଗୁଡାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

ଆଜି ସକାଳେ ପାଣ୍ଡବ ସାହୁ ନାମକ ଜଣେ ବ୍ୟକ୍ତି ଶିଶୁଟି କାନ୍ଦୁ ଶୁଣିବାକୁ ପାଇଥିଲେ। ଏହାପରେ ସେ ଆଖପାଖ ଖୋଜିବା ପରେ ଶିଶୁଟିକୁ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ। ତୁରନ୍ତ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିର ଓଜନ ଦୁଇ କେଜି ହେବ। ଶିଶୁଟିକୁ ରାୟଗଡ଼ା ଏସ୍‌ଏସ୍‌ସିୟୁକୁ ସ୍ଥାନାନ୍ତର କରାଯିବ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story