ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଉଦ୍‌ଘାଟିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ମିଳିଲା ସ୍ଥାୟୀ କ୍ୟାମ୍ପସ। ଭୁବନେଶ୍ୱର ଉପକଣ୍ଠ ମଦନପୁରରେ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍‌କୁ ସୋମବାର ଉଦ୍‌ଘାଟନ କରିଛନ୍ତି ରାଜ୍ୟପାଳ ଡକ୍ଟର ଏସ୍‌.ସି ଜମିର। ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ। ଏହି କ୍ୟାମ୍ପସ୍‌ରେ ଆସନ୍ତା ଶିକ୍ଷା ବର୍ଷଠାରୁ ପାଠପଢା ଆରମ୍ଭ ହେବ। ୪୫ ଏକର ଜମିରେ ନିର୍ମାଣ ହୋଇଛି ଦେଶର ଏହି ଏକମାତ୍ର ସଂସ୍କୃତି ବିଶ୍ୱବିଦ୍ୟାଳୟ। ଅସ୍ଥାୟୀ କ୍ୟାମ୍ପସରେ […]

utkal

utkal

Rakesh Mallick
  • Published: Monday, 16 May 2016
  • Updated: 16 May 2016, 03:42 PM IST

Sports

Latest News

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ମିଳିଲା ସ୍ଥାୟୀ କ୍ୟାମ୍ପସ। ଭୁବନେଶ୍ୱର ଉପକଣ୍ଠ ମଦନପୁରରେ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍‌କୁ ସୋମବାର ଉଦ୍‌ଘାଟନ କରିଛନ୍ତି ରାଜ୍ୟପାଳ ଡକ୍ଟର ଏସ୍‌.ସି ଜମିର। ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ। ଏହି କ୍ୟାମ୍ପସ୍‌ରେ ଆସନ୍ତା ଶିକ୍ଷା ବର୍ଷଠାରୁ ପାଠପଢା ଆରମ୍ଭ ହେବ। ୪୫ ଏକର ଜମିରେ ନିର୍ମାଣ ହୋଇଛି ଦେଶର ଏହି ଏକମାତ୍ର ସଂସ୍କୃତି ବିଶ୍ୱବିଦ୍ୟାଳୟ। ଅସ୍ଥାୟୀ କ୍ୟାମ୍ପସରେ ୧୬ ବର୍ଷ ଧରି ଚାଲିଥିଲା ପାଠପଢା। ଏହି କ୍ୟାମ୍ପସ୍ ରେ ହଷ୍ଟେଲ ସୁବିଧା ସହ ଅତ୍ୟାଧୁନିକ ଅଡିଟୋରିୟମ ଦ୍ୱାରା ଛାତ୍ରଛାତ୍ରୀଙ୍କ ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story