ରାହୁଲଙ୍କ ସହ ରାଜ୍ୟ ନେତାଙ୍କ ଆଜି ଦ୍ୱିତୀୟ ଦିନ ଭେଟ୍‌ଘାଟ: ଦଳୀୟ ସଂଗଠନ ସଂପର୍କରେ ହେବ ମାନସ ମନ୍ଥନ

ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ଘର ସଜଡା ଅଭିଯାନ ଆରମ୍ଭ ହୋଇଛି। ଦିଲ୍ଲୀ ଯାଇଥିବା ରାଜ୍ୟ କଂଗ୍ରେସର ନେତା  ଦ୍ୱିତୀୟ ଦିନରେ ଉପସଭାପତି ରାହୁଲ ଗାନ୍ଧିଙ୍କ ନିକଟରେ ନିଜନିଜ ପକ୍ଷ ରଖିବେ। ବିଶେଷକରି ଆଜି଼ ରାହୁଲ ଗାନ୍ଧି ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ବିଧାୟକ ପ୍ରଫୁଲ୍ଲ ମାଝିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗତକାଲି  ରାଜ୍ୟ କଂଗ୍ରେସ ନେତାଙ୍କୁ ନେଇ ରାହୁଲ ଗାନ୍ଧୀ ୪ଟି ପର୍ଯ୍ୟୟରେ ମାରାଥନ୍ ମିଟିଂ କରିଥିଲେ। […]

Rahulgandhi

Rahulgandhi

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 11:23 AM IST

Sports

Latest News

ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ଘର ସଜଡା ଅଭିଯାନ ଆରମ୍ଭ ହୋଇଛି। ଦିଲ୍ଲୀ ଯାଇଥିବା ରାଜ୍ୟ କଂଗ୍ରେସର ନେତା  ଦ୍ୱିତୀୟ ଦିନରେ ଉପସଭାପତି ରାହୁଲ ଗାନ୍ଧିଙ୍କ ନିକଟରେ ନିଜନିଜ ପକ୍ଷ ରଖିବେ। ବିଶେଷକରି ଆଜି଼ ରାହୁଲ ଗାନ୍ଧି ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ବିଧାୟକ ପ୍ରଫୁଲ୍ଲ ମାଝିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି  ରାଜ୍ୟ କଂଗ୍ରେସ ନେତାଙ୍କୁ ନେଇ ରାହୁଲ ଗାନ୍ଧୀ ୪ଟି ପର୍ଯ୍ୟୟରେ ମାରାଥନ୍ ମିଟିଂ କରିଥିଲେ। ୪ର୍ଥ ପର୍ଯ୍ୟାୟରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ନେଇ ମିଟିଂ ହୋଇଥିଲା। ଆଗାମୀ ଦିନରେ ଦଳ କିଭଳି ସୁଦୃଢ଼ ହେବ ଓ ବିଜେପି, ବିଜେଡିକୁ କେମିତି ଚ୍ୟାଲେଞ୍ଜ୍ ଦେବ ସେ ନେଇ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story