୯ରେ ପୁଲିସ ଡିଜି ଦାୟିତ୍ୱ ନେବେ ଅଭୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୬ ବ୍ୟାଚ୍ ଆଇପିଏସ୍ ଅଭୟ ଆସନ୍ତା ୯ତାରିଖରେ ଓଡ଼ିଶା ପୁଲିସ ଡିଜି ଭାବେ ଦାୟିତ୍ୱ ନେବେ। ନଭେମ୍ବର ୨୦ତାରିଖରେ ପୁଲିସ ଡିଜି ଦାୟିତ୍ୱରେ ଥିବା ବିକେ ଶର୍ମାଙ୍କୁ ରାତିଅଧିଆ ବଦଳି କରି ଅଭୟଙ୍କୁ ରାଜ୍ୟ ସରକାର ପୁଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ, ଏବେ ହାଇଦ୍ରାବାଦସ୍ଥିତ ଜାତୀୟ ପୁଲିସ ଏକାଡେମୀ ନିର୍ଦ୍ଦେଶକ ପଦରୁ ଅଭୟ ଇତିମଧ୍ୟରେ ଇସ୍ତଫା ଦେଇସାରିଛନ୍ତି। ସେ ଆସନ୍ତା ସୋମବାର ବିଧିବଦ୍ଧ ଭାବେ ରାଜ୍ୟ ପୁଲିସ ଡିଜି […]

abhaya

abhaya

Hemant Lenka
  • Published: Friday, 06 December 2019
  • Updated: 06 December 2019, 10:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୬ ବ୍ୟାଚ୍ ଆଇପିଏସ୍ ଅଭୟ ଆସନ୍ତା ୯ତାରିଖରେ ଓଡ଼ିଶା ପୁଲିସ ଡିଜି ଭାବେ ଦାୟିତ୍ୱ ନେବେ। ନଭେମ୍ବର ୨୦ତାରିଖରେ ପୁଲିସ ଡିଜି ଦାୟିତ୍ୱରେ ଥିବା ବିକେ ଶର୍ମାଙ୍କୁ ରାତିଅଧିଆ ବଦଳି କରି ଅଭୟଙ୍କୁ ରାଜ୍ୟ ସରକାର ପୁଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଏବେ ହାଇଦ୍ରାବାଦସ୍ଥିତ ଜାତୀୟ ପୁଲିସ ଏକାଡେମୀ ନିର୍ଦ୍ଦେଶକ ପଦରୁ ଅଭୟ ଇତିମଧ୍ୟରେ ଇସ୍ତଫା ଦେଇସାରିଛନ୍ତି। ସେ ଆସନ୍ତା ସୋମବାର ବିଧିବଦ୍ଧ ଭାବେ ରାଜ୍ୟ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏବେ ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ ମହାନ୍ତି ଅସ୍ଥାୟୀ ଭାବେ ରାଜ୍ୟ ପୁଲିସ ଡିଜି ଦାୟିତ୍ୱ ତୁଲାଉଛନ୍ତି। ଅଭୟ ୨୦୨୧ ଜୁନ୍ ମାସରେ ସରକାରୀ ଚାକିରିରୁ ଅବସର ନେବେ। ଅବଶ୍ୟ ସରକାର ଚାହିଁଲେ ତାଙ୍କର କାର୍ଯ୍ୟକାଳ ଅବଧି ବଢ଼ାଇ ପାରିବେ। ଅଭୟ ଗତ ଜୁଲାଇ ମାସରେ ଜାତୀୟ ପୁଲିସ ଏକାଡେମୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଥିଲେ।

ସୂଚନାଯୋଗ୍ୟ, ନୂଆ ପୁଲିସ ଡିଜି ପାଇଁ କେନ୍ଦ୍ର ଲୋକସେବା ଆୟୋଗ ୩ଜଣ ବରିଷ୍ଠ ଆଇପିଏସଙ୍କ ନାଁ ସୁପାରିସ୍ କରିଥିଲେ। ୧୯୮୬ ବ୍ୟାଚ୍ ଆଇପିଏସ୍ ବିକେ ଶର୍ମାଙ୍କ ନାଁ ନୂଆ ଡିଜି ପଦ ପାଇ ଅଧିକ ଚର୍ଚ୍ଚାରେ ଥିବାବେଳେ ରାଜ୍ୟ ସରକାର ଅଚାନକ ତାଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ ଆଣି ଡିଜି ପଦରୁ ବିଦା କରିଥିଲେ। ଏବେ ସେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସ୍ଥାନରେ ଅଭୟଙ୍କୁ ନିଯୁକ୍ତି ଦେଇଥିଲେ।

ଅଭୟ ରାଜ୍ୟ ଗୁଇନ୍ଦା ବିଭାଗର ଅତିରିକ୍ତ ଡିଜି ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଅଚାନକ ଶୋଇବା ଘଟଣାରେ ତାଙ୍କୁ ରାତାରାତି ଓଡ଼ିଶା ପ୍ରିଣ୍ଟିଂ ପ୍ରେସ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲା। ଏହି ନିଯୁକ୍ତିର କିଛିମାସ ପରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story