ଭୁବନେଶ୍ୱରରେ ଗଠିତ ହେଲା ନିରାପଦ ଖାଦ୍ୟ ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁସ୍ଥ ନିରାମୟ ଜୀବନ ଯାପନ ଲାଗି ପୁଷ୍ଟିକର ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ । ଆମେ ଯାହା ଖାଉଛେ ସେ ଖାଦ୍ୟ ଆମପାଇଁ କେତେ ଜରୁରୀ ତାହା ଆମେ ଜାଣିରଖିବା ଆବଶ୍ୟକ । ତେବେ ଅନେକେ ଏ ସମ୍ପର୍କରେ ସେଚତନ ନୁହଁନ୍ତି। ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଲିଭିଙ୍ଗ ଫାର୍ମ ପକ୍ଷରୁ ନିରାପଦ ଖାଦ୍ୟ ଅଭିଯାନର ଅଧିକ ପ୍ରଚାର ପ୍ରସାର ଲାଗି ପଦକ୍ଷେପ ନିଆଯାଉଛି। ଏହାକୁ ଅଧିକ ଲୋକାଭିମୁଖୀ କରିବା ଲାଗି ଭୁବନେଶ୍ୱରର ସେଚତନ ମହିଳାମାନଙ୍କୁ […]

Media (1)

Media (1)

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 07:11 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁସ୍ଥ ନିରାମୟ ଜୀବନ ଯାପନ ଲାଗି ପୁଷ୍ଟିକର ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ । ଆମେ ଯାହା ଖାଉଛେ ସେ ଖାଦ୍ୟ ଆମପାଇଁ କେତେ ଜରୁରୀ ତାହା ଆମେ ଜାଣିରଖିବା ଆବଶ୍ୟକ । ତେବେ ଅନେକେ ଏ ସମ୍ପର୍କରେ ସେଚତନ ନୁହଁନ୍ତି। ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଲିଭିଙ୍ଗ ଫାର୍ମ ପକ୍ଷରୁ ନିରାପଦ ଖାଦ୍ୟ ଅଭିଯାନର ଅଧିକ ପ୍ରଚାର ପ୍ରସାର ଲାଗି ପଦକ୍ଷେପ ନିଆଯାଉଛି।

ଏହାକୁ ଅଧିକ ଲୋକାଭିମୁଖୀ କରିବା ଲାଗି ଭୁବନେଶ୍ୱରର ସେଚତନ ମହିଳାମାନଙ୍କୁ ନେଇ ଗଠିତ ହୋଇଛି ନିରାପଦ ଖାଦ୍ୟ ମହିଳା ମୋର୍ଚ୍ଚା।  ରସାୟନିକ ସାର ବ୍ୟବହାର ନ ହୋଇ ଉତ୍ପାଦିତ ସବୁଜ ପରିବାର ଉପଯୋଗ ସମ୍ପର୍କରେ କିପରି ସମସ୍ତେ ଅବଗତ ହେବେ ଓ ଏହାର ବହୂଳ ପ୍ରଚାର ହେବ ସେ ନେଇ ଏହି ଗୋଷ୍ଠି କାର୍ଯ୍ୟ କରିବ। ଅନ୍ୟପକ୍ଷରେ ଏହି ଗୋଷ୍ଠୀ ଚାଷୀ, ଉପଭୋକ୍ତା ଓ ବ୍ୟବସାୟିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବ । ଏହି ମୋର୍ଚ୍ଚା ଗଠନକୁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ କୁହାଯାଇଛି ବୋଲି ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜଗତବନ୍ଧୁ ମହାପାତ୍ର ଏବଂ ପ୍ରଚାର ସଂଯୋଜକ ଅଭିଶେକ ଦ୍ବୀବେଦୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story