ବିବାହର ୨ ଦିନ ପରେ ସ୍ତ୍ରୀକୁ ନେଇଗଲେ ବାପଘର ଲୋକେ, ଆତ୍ମହତ୍ୟା କଲା ସ୍ୱାମୀ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପରିବାର ଲୋକେ ରାଜି ନଥିବାରୁ ୧୦ ଦିନ ତଳେ କୋର୍ଟରେ ହାତକୁ ଦି’ ହାତ ହୋଇଥିଲେ। ସୁନାର ସଂସାର ଗଢ଼ିବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଏହି ସ୍ୱପ୍ନ ପାଣି ଫୋଟକା ପରି ମିଳେଇ ଗଲା। ବିବାହର ଦୁଇ ଦିନ ପରେ ମା’ ଦେହ ଖରାପ ଅଛି କହି ତାଙ୍କୁ ଘରକୁ ନେଇ ଆସିଥିଲେ ପରିବାର ଲୋକେ। ହେଲେ ଆଉ ଛାଡ଼ି ନଥିଲେ। ଶେଷରେ ତାଙ୍କ ବାଟକୁ ଅନାଇ ବିଷ ପିଇ ଆତ୍ମହତ୍ୟା […]

married-1-

married-1-

Tapaswini Nayak
  • Published: Tuesday, 24 May 2022
  • Updated: 24 May 2022, 02:04 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପରିବାର ଲୋକେ ରାଜି ନଥିବାରୁ ୧୦ ଦିନ ତଳେ କୋର୍ଟରେ ହାତକୁ ଦି’ ହାତ ହୋଇଥିଲେ। ସୁନାର ସଂସାର ଗଢ଼ିବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଏହି ସ୍ୱପ୍ନ ପାଣି ଫୋଟକା ପରି ମିଳେଇ ଗଲା। ବିବାହର ଦୁଇ ଦିନ ପରେ ମା’ ଦେହ ଖରାପ ଅଛି କହି ତାଙ୍କୁ ଘରକୁ ନେଇ ଆସିଥିଲେ ପରିବାର ଲୋକେ। ହେଲେ ଆଉ ଛାଡ଼ି ନଥିଲେ। ଶେଷରେ ତାଙ୍କ ବାଟକୁ ଅନାଇ ବିଷ ପିଇ ଆତ୍ମହତ୍ୟା କରି ଦେଲେ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସଂଜୀବ ହାଲଦାର।

ମାଲକାନଗିରି ଜିଲ୍ଲା ଏମଭି-୯ ଗାଁରେ ବଙ୍ଗୀୟ ଯୁବକ ସଂଜୀବ ବାଇଲାପରି ଗାଁର ଜଣେ ଆଦିବାସୀ ଝିଅକୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ। ଉଭୟ ବିବାହ କରିବାକୁ ଚାହୁଁଥିଲେ। ହେଲେ ଝିଅଘର ଲୋକେ ଏହି ବିବାହରେ ରାଜି ନଥିଲେ। ୧୦ ଦିନ ତଳେ ସଂଜୀବ ତାଙ୍କୁ କୋର୍ଟରେ ବିବାହ କରି ଥିଲେ। ସଞ୍ଜୀବଙ୍କ ପରିବାର ଲୋକେ ବୋହୂକୁ ଗ୍ରହଣ କରିଥିଲେ। ହେଲେ ବିବାହର ଦୁଇ ଦିନ ପରେ ଝିଅର ପରିବାର ଲୋକେ ସଞ୍ଜୀବଙ୍କ ଘରେ ପହଞ୍ଚିଥିଲେ। ଝିଅର ମା’ ଦେହ ଖରାପ ଅଛି କହି ତାଙ୍କୁ ନେଇ ପଳାଇଥିଲେ।

ତା’ ପର ଦିନ ସଞ୍ଜୀବଙ୍କ ପରିବାର ଲୋକେ ବୋହୂକୁ ଆଣିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ହେଲେ ବୋହୂକୁ ଛାଡ଼ି ନଥିଲେ ତାଙ୍କ ବାପ ଘର ଲୋକେ। ଏପରିକି ଦୁଇ ତିନି ଥର ଯିବା ପରେ ମଧ୍ୟ ବୋହୂକୁ ଛାଡ଼ି ନଥିଲେ ସେମାନେ।

ଶେଷରେ ସମାଧାନ ପାଇଁ ଭଦ୍ରବ୍ୟକ୍ତିଙ୍କୁ ନେଇ ବୁଝାମଣା ପାଇଁ ଚେଷ୍ଟା କରିଥିଲେ ସଞ୍ଜୀବଙ୍କ ପରିବାର। ଆଦିବାସୀ ରୀତିନୀତି ଅନୁସାରେ ଜରିମାନା ଦେଲା ପରେ ଝିଅକୁ ଛଡ଼ାଯିବ ବୋଲି ଝିଅ ଘର ପକ୍ଷରୁ କୁହାଯାଇଥିଲା। ଏଥିରେ ଅତିଷ୍ଠ ହୋଇ ଶନିବାର ସଞ୍ଜୀବ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା।

ବୋହୂଙ୍କ ବାପଘର ଲୋକଙ୍କ ଅତ୍ୟାଚାର ଯୋଗୁ ସଞ୍ଜୀବ ଆତ୍ମହତ୍ୟା କରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story