ପୁଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍‌ ମହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ୱିନ୍ ସିଟିର ନୂଆ ପୁଲିସ୍‌ କମିଶନର ଭାବେ ଆଜି ସତ୍ୟଜିତ୍ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଓ୍ୱାଇ.ବି. ଖୁରାନିଆଙ୍କ ସ୍ଥାନରେ ସତ୍ୟଜିତ୍ ମହାନ୍ତି ନୂଆ ପୁଲିସ୍ କମିଶନର ହୋଇଛନ୍ତି। ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ହେଉଛନ୍ତି ସତ୍ୟଜିତ୍। ପୂର୍ବରୁ ସେ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ପୁରୀରେ ଆଡିସନାଲ୍ ଏସ୍‌ପି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୦୪ ମସିହାରେ ପୋଲିସ୍ ବିଭାଗକୁ ଉଲ୍ଲେଖନୀୟ ସେବା ପାଇଁ […]

cp

cp

Ordigital Desk
  • Published: Friday, 03 August 2018
  • Updated: 03 August 2018, 12:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ୱିନ୍ ସିଟିର ନୂଆ ପୁଲିସ୍‌ କମିଶନର ଭାବେ ଆଜି ସତ୍ୟଜିତ୍ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି।

ଓ୍ୱାଇ.ବି. ଖୁରାନିଆଙ୍କ ସ୍ଥାନରେ ସତ୍ୟଜିତ୍ ମହାନ୍ତି ନୂଆ ପୁଲିସ୍ କମିଶନର ହୋଇଛନ୍ତି।

୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ହେଉଛନ୍ତି ସତ୍ୟଜିତ୍। ପୂର୍ବରୁ ସେ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ପୁରୀରେ ଆଡିସନାଲ୍ ଏସ୍‌ପି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

[caption id="attachment_259604" align="alignnone" width="840"]cp1 ପୂର୍ବତନ କମିଶନରଙ୍କ ସହ ନୂଆ କମିଶନର[/caption]

୨୦୦୪ ମସିହାରେ ପୋଲିସ୍ ବିଭାଗକୁ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପୁଲିସ୍ ପଦକ ଏବଂ ୨୦୧୨ରେ ‘ରାଷ୍ଟ୍ରପତି ପୁଲିସ୍‌ ପଦକ’ ମଧ୍ୟ ପ୍ରଦାନ କାରଯାଇଥିଲା।

ଆଇପିଏସ୍ ସ୍ତରରେ ଅଦଳବଦଳ ପରେ ଓ୍ୱାଇ.ବି. ଖୁରାନିଆଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story