ଓଟିଭିର ନିଆରା କାର୍ଯ୍ୟକ୍ରମ 'ଅକୁହା କଥା'

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜୀବନଟା ଗୋଟେ କଣ୍ଟା ପୁଣି କେବେ ଗୋଟିଏ ଫୁଲ। କେବେ ପୁଣି ଜାଳିଦିଏ ସାଜି ନିଆଁ ଝୁଲ। ଛାତି ତଳେ ଗୋଟେ ହୃଦୟଟେ ଅଛି, ସବୁ ସ୍ମୃତି ସିଏ ସାଇତି ରଖିଛି। ଆପଣାର ଲୋକ ମିଳିଗଲେ କିଏ, ସେଇ ସ୍ମୃତି ପୁଣି ବାଣ୍ଟିବାକୁ ଚାହେଁ। ଲୁହଭିଜା ନିରବତା ସେ “ଅକୁହା କଥା”। ଏସବୁ ଏଠି ଲେଖିବାର ମାନେ ହେଉଛି, ଆଜିଠୁ ଆରମ୍ଭ ହେଉଛି ଓଟିଭିର ନୂଆ କାର୍ଯ୍ୟକ୍ରମ ‘ଅକୁହା କଥା’। ମନଭିତରେ ଚାପିହୋଇ ରହିଥିବା […]

akuha katha

akuha katha

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 04:51 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜୀବନଟା ଗୋଟେ କଣ୍ଟା ପୁଣି କେବେ ଗୋଟିଏ ଫୁଲ। କେବେ ପୁଣି ଜାଳିଦିଏ ସାଜି ନିଆଁ ଝୁଲ। ଛାତି ତଳେ ଗୋଟେ ହୃଦୟଟେ ଅଛି, ସବୁ ସ୍ମୃତି ସିଏ ସାଇତି ରଖିଛି। ଆପଣାର ଲୋକ ମିଳିଗଲେ କିଏ, ସେଇ ସ୍ମୃତି ପୁଣି ବାଣ୍ଟିବାକୁ ଚାହେଁ। ଲୁହଭିଜା ନିରବତା ସେ "ଅକୁହା କଥା"। ଏସବୁ ଏଠି ଲେଖିବାର ମାନେ ହେଉଛି, ଆଜିଠୁ ଆରମ୍ଭ ହେଉଛି ଓଟିଭିର ନୂଆ କାର୍ଯ୍ୟକ୍ରମ 'ଅକୁହା କଥା'। ମନଭିତରେ ଚାପିହୋଇ ରହିଥିବା ବେଦନାର କଥା ଠାରୁ ଆରମ୍ଭ କରି ଜୀବନର ଏମିତି କିଛି ସଂଘର୍ଷର କାହାଣୀ ଏବଂ ଦୁଃଖ, ଯାତନାର କଥା ସବୁକିଛିର ପୁନରାବୃତ୍ତି ହେବ। ପୁଣି ଥରେ ଆଲୋଚନା ହେବ ସେ ସବୁ ବିଷୟ ଯାହା ଆପଣ କେବେ ଶୁଣିନଥିବେ।

ବିଶେଷ କରି ଏହି କାର୍ଯ୍ୟକ୍ରମରେ ଏମିତି କିଛି ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯିବ ଯିଏ ତାଙ୍କ ଜୀବନରେ ଅନେକ ସଂଘର୍ଷ ପରେ ମଧ୍ୟ ହାର ମାନି ନାହାଁନ୍ତି। ତାଙ୍କର ସେହି ସଂଘର୍ଷର କାହାଣୀ ସେମାନ ନିଜେ କହିବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ। ଏମିତି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରୁଛି ଓଟିଭି। ଆଜିଠୁ ପ୍ରତି ରବିବାର ରାତି ୮ଟାରେ ଆପଣ ଏହି କାର୍ଯ୍ୟକ୍ରମ ଦେଖିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story