ଏହି ରାସ୍ତାରେ ଆଉ ବାଜିବନି ବ୍ୟାଣ୍ଡ ବାଜା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିବାହ ଶୋଭାଯାତ୍ରା ଉପରେ କଟକଣା ଲାଗିଛି।   ବ୍ୟସ୍ତବହୁଳ ରାସ୍ତାରେ  ବିବାହ ଶୋଭାଯାତ୍ରାକୁ ନେଇ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି କେତେକ କଟକଣା କରିଛି  କମିଶନରେଟ୍ ପୋଲିସ୍ । ଏହି ଅନୁଯାୟୀ ଭୁବନେଶ୍ୱରର ୫ଟି ରୁଟ୍‌ରେ ଉଭୟ ଦିନ ଓ ରାତିରେ ଶୋଭାଯାତ୍ରା  ପାଇଁ ଅନୁମତି ଦିଆଯିବ ନାହିଁ ।ଏହିସବୁ ରୁଟ୍ ହେଲା ନ୍ୟୁ ଏୟାରପୋର୍ଟରୁ ଏଜି ଦେଇ ଆଚାଯର୍ଯ୍ୟବିହାର,  ରାଜଭବନ ଛକରୁ କିଟ୍ ଛକ, କଳ୍ପନା ଛକରୁ ଏଜି ଦେଇ ରାଜଭବନ […]

d

d

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 01:31 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିବାହ ଶୋଭାଯାତ୍ରା ଉପରେ କଟକଣା ଲାଗିଛି।   ବ୍ୟସ୍ତବହୁଳ ରାସ୍ତାରେ  ବିବାହ ଶୋଭାଯାତ୍ରାକୁ ନେଇ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି କେତେକ କଟକଣା କରିଛି  କମିଶନରେଟ୍ ପୋଲିସ୍ । ଏହି ଅନୁଯାୟୀ ଭୁବନେଶ୍ୱରର ୫ଟି ରୁଟ୍‌ରେ ଉଭୟ ଦିନ ଓ ରାତିରେ ଶୋଭାଯାତ୍ରା  ପାଇଁ ଅନୁମତି ଦିଆଯିବ ନାହିଁ ।ଏହିସବୁ ରୁଟ୍ ହେଲା ନ୍ୟୁ ଏୟାରପୋର୍ଟରୁ ଏଜି ଦେଇ ଆଚାଯର୍ଯ୍ୟବିହାର,  ରାଜଭବନ ଛକରୁ କିଟ୍ ଛକ, କଳ୍ପନା ଛକରୁ ଏଜି ଦେଇ ରାଜଭବନ ଛକ, ବାଣୀବିହାରରୁ ଶିଶୁଭବନ ଛକ ଏବଂ  ରସୁଲଗଡ଼ରୁ ରବି ଟକିଜ୍ ଛକ।  ଆସନ୍ତା ଫେବ୍ରୁଆରୀ ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି କମିଶନରେଟ୍  ପୋଲିସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story