ଭୁବନେଶ୍ୱର ଆସି ମୋତେ ଭଲ ଲାଗିଲା: କରିଶ୍ମା କପୁର

<p>ଭୁବନେଶ୍ୱର(ଓଡିଶା ରିପେର୍ଟର): ପଶ୍ଚିମ ଓଡିଶାର ବୃହତମ ଜୁଏଲରୀ ଅରୁନ୍ଧତୀ ଜୁଏଲର୍ସ, ଭୁବନେଶ୍ୱର ଜନପଥଠାରେ ତାର ନୂଆ ସୋରୁମ ଶୁଭାରମ୍ଭ କରିଛି। ପୂର୍ବରୁ ସମ୍ୱଲପୁର ,ବଲାଙ୍ଗୀର ଏବଂ ଭବାନୀପାଟଣା ଠରେ ଏହି ସୋରୁମ ରହିଥିବା ବେଳେ ଏହାର ଚତୁର୍ଥ ସୋରୁମର ଉଦଘାଟନ ପ୍ରସିଦ୍ଧ ବଲିଉଡ ନାୟିକା କରିଶ୍ମା&nbsp;କପୁରଙ୍କ ଦ୍ୱାରା ଆଜି କରାଯାଇଛି। ଉକ୍ତ ସୋରୁମରେ ଅତ୍ୟାଧୁନିକ ଡିଜାଇନ ଓ ବେଷ୍ଟ କଲେକସନ ସହ&nbsp; ବିଆଇଏସ୍ ୯୧୬ ହଲମାର୍କ ଗୋଲ୍ଡ ଏବଂ ଆଇଜିଆଇ ସାର୍ଟିଫିକେଟ୍ ଡାଇମଣ୍ଡ ଜୁଏଲରି ଉପଲବ୍ଧ ହେବ। ଏହି ଅବସରରେ କମ୍ପାନି ତରଫରୁ ଆକର୍ଷଣୀୟ ଅଫର ଦିଆଯାଇଛି। ଏହା ବ୍ୟତିତ ସୁନାଗହଣା କ୍ରୟ ଉପରେ ଫ୍ରି ଇନ୍ସୁରାନ୍ସ ଇ.ଏମ୍.ଆଇ ବ୍ୟବସ୍ଥା, ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ଗୋଲ୍ଡ ଡିକ୍ ଟେସନ ମେସିନ, ସୁନା ଗହଣା କ୍ରୟରେ ଲାଇଫ।ଟାଇମ୍ ଫ୍ରି ସେବା, ଲୟାଲିଟି ପୋଗ୍ରାମ ପାଇଁ ବିଭିନ୍ନ ପ୍ରକାରର ପୁରସ୍କାର ଏବଂ ଉପହାର ମଧ୍ୟ ରହିଛି । ଯାହା ଗ୍ରାହକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବ। ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିଦ୍ଧେର୍ଶକ ବ୍ରହ୍ମାନନ୍ଦ ମେହେରଙ୍କ ପ୍ରତିଷ୍ଠିତ ଏହି ବ୍ୟବସାୟିକ ପ୍ରତିଷ୍ଠାନ ଜେମସ ଆଣ୍ଡ ଜୁଏଲରୀ ଫେଡେରେସନ୍ ଆଫ୍ ଇଣ୍ଡିଆର ସ୍ଥାୟୀ ସଦସ୍ୟତା ଲାଭ କରିଥିବା ସହ ହଲମାର୍କ ସୁନାଗହଣା ବିକ୍ରି ପାଇଁ ଘରେ ଘରେ ବହୁଳ ଭାବେ ଆଦୃତ ହୋଇପାରିବ ବୋଲି ଆଶା କରାଯାଇଛି।</p>

Ordigital Desk
  • Published: Friday, 22 September 2017
  • Updated: 22 September 2017, 07:43 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପେର୍ଟର): ପଶ୍ଚିମ ଓଡିଶାର ବୃହତମ ଜୁଏଲରୀ ଅରୁନ୍ଧତୀ ଜୁଏଲର୍ସ, ଭୁବନେଶ୍ୱର ଜନପଥଠାରେ ତାର ନୂଆ ସୋରୁମ ଶୁଭାରମ୍ଭ କରିଛି। ପୂର୍ବରୁ ସମ୍ୱଲପୁର ,ବଲାଙ୍ଗୀର ଏବଂ ଭବାନୀପାଟଣା ଠରେ ଏହି ସୋରୁମ ରହିଥିବା ବେଳେ ଏହାର ଚତୁର୍ଥ ସୋରୁମର ଉଦଘାଟନ ପ୍ରସିଦ୍ଧ ବଲିଉଡ ନାୟିକା କରିଶ୍ମା&nbsp;କପୁରଙ୍କ ଦ୍ୱାରା ଆଜି କରାଯାଇଛି। ଉକ୍ତ ସୋରୁମରେ ଅତ୍ୟାଧୁନିକ ଡିଜାଇନ ଓ ବେଷ୍ଟ କଲେକସନ ସହ&nbsp; ବିଆଇଏସ୍ ୯୧୬ ହଲମାର୍କ ଗୋଲ୍ଡ ଏବଂ ଆଇଜିଆଇ ସାର୍ଟିଫିକେଟ୍ ଡାଇମଣ୍ଡ ଜୁଏଲରି ଉପଲବ୍ଧ ହେବ। ଏହି ଅବସରରେ କମ୍ପାନି ତରଫରୁ ଆକର୍ଷଣୀୟ ଅଫର ଦିଆଯାଇଛି। ଏହା ବ୍ୟତିତ ସୁନାଗହଣା କ୍ରୟ ଉପରେ ଫ୍ରି ଇନ୍ସୁରାନ୍ସ ଇ.ଏମ୍.ଆଇ ବ୍ୟବସ୍ଥା, ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ଗୋଲ୍ଡ ଡିକ୍ ଟେସନ ମେସିନ, ସୁନା ଗହଣା କ୍ରୟରେ ଲାଇଫ।ଟାଇମ୍ ଫ୍ରି ସେବା, ଲୟାଲିଟି ପୋଗ୍ରାମ ପାଇଁ ବିଭିନ୍ନ ପ୍ରକାରର ପୁରସ୍କାର ଏବଂ ଉପହାର ମଧ୍ୟ ରହିଛି । ଯାହା ଗ୍ରାହକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବ। ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିଦ୍ଧେର୍ଶକ ବ୍ରହ୍ମାନନ୍ଦ ମେହେରଙ୍କ ପ୍ରତିଷ୍ଠିତ ଏହି ବ୍ୟବସାୟିକ ପ୍ରତିଷ୍ଠାନ ଜେମସ ଆଣ୍ଡ ଜୁଏଲରୀ ଫେଡେରେସନ୍ ଆଫ୍ ଇଣ୍ଡିଆର ସ୍ଥାୟୀ ସଦସ୍ୟତା ଲାଭ କରିଥିବା ସହ ହଲମାର୍କ ସୁନାଗହଣା ବିକ୍ରି ପାଇଁ ଘରେ ଘରେ ବହୁଳ ଭାବେ ଆଦୃତ ହୋଇପାରିବ ବୋଲି ଆଶା କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos