ନୟାଗଡ଼ ଟାଉନ୍‌କୁ ଗଡିଲା ଟ୍ରେନ୍‌; ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ନୟାଗଡ଼: ନୟାଗଡ଼ ଟାଉନକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍। ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟ୍ରେନ୍ ସେବାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ସୁରେଶ ପ୍ରଭୁ। ଏପଟେ ନେୟାଗଡ଼ ରୋଡ୍ ଷ୍ଟେସନରେ ସ୍ୱତନ୍ତ୍ର ଉଦ୍‌ଘାଟନୀ ଉତ୍ସବର ଆୟୋଜିତ ହୋଇଛି। ପୂର୍ବରୁ ଖୋର୍ଦ୍ଧାରୋଡରୁ ବୋଲଗଡ଼ ରୋଡ୍ ପର୍ଯ୍ୟନ୍ତ ଚାଲୁଥିବା ପାସେଞ୍ଜର ଟ୍ରେନ୍‌କୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ସଂପ୍ରାସରଣ କରାଯାଇଛି। ଆଜି ନୂଆ ଟ୍ରେନ୍ ସେବା ସହ ନୟାଗଡ଼ ଷ୍ଟେସନ ଓ ବୋଲଗଡ଼ ପ୍ୟାସେଞ୍ଜର ହଲ୍ଟ ମଧ୍ୟ ଉଦ୍‌ଘାଟନ କରାଯାଉଛି। ଆଜିଠୁ […]

nayagrdh train running today

nayagrdh train running today

Rakesh Mallick
  • Published: Monday, 19 June 2017
  • Updated: 19 June 2017, 05:22 PM IST

Sports

Latest News

ନୟାଗଡ଼: ନୟାଗଡ଼ ଟାଉନକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍। ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟ୍ରେନ୍ ସେବାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ସୁରେଶ ପ୍ରଭୁ। ଏପଟେ ନେୟାଗଡ଼ ରୋଡ୍ ଷ୍ଟେସନରେ ସ୍ୱତନ୍ତ୍ର ଉଦ୍‌ଘାଟନୀ ଉତ୍ସବର ଆୟୋଜିତ ହୋଇଛି। ପୂର୍ବରୁ ଖୋର୍ଦ୍ଧାରୋଡରୁ ବୋଲଗଡ଼ ରୋଡ୍ ପର୍ଯ୍ୟନ୍ତ ଚାଲୁଥିବା ପାସେଞ୍ଜର ଟ୍ରେନ୍‌କୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ସଂପ୍ରାସରଣ କରାଯାଇଛି। ଆଜି ନୂଆ ଟ୍ରେନ୍ ସେବା ସହ ନୟାଗଡ଼ ଷ୍ଟେସନ ଓ ବୋଲଗଡ଼ ପ୍ୟାସେଞ୍ଜର ହଲ୍ଟ ମଧ୍ୟ ଉଦ୍‌ଘାଟନ କରାଯାଉଛି। ଆଜିଠୁ ନୟାଗଡ଼କୁ ନିୟମିତ ଟ୍ରେନ ଚଳାଚଳ ଶୁଭାରମ୍ଭକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ସମଗ୍ର ନୟାଗଡବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story