ପୁଅ ମୃତ୍ୟୁ ପଛର ରହସ୍ୟ ଖୋଲିଲେ ଆଦିତ୍ୟଙ୍କ ମା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ସାଇକୋ ଲେଡିର ସଂପୃକ୍ତି ଥିବା ନେଇ ଆଦିତ୍ୟଙ୍କ ବାପା କିଛି ଦିନ ତଳେ ସନ୍ଦେହ ବ୍ୟକ୍ତ କରିଥିବା ବେଳେ ଆଜି ତାଙ୍କ ମା’ ଏ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ରହିଥିବା ଆମେ ସନ୍ଦେହ କରୁଛୁ। ସଂପୃକ୍ତ ଯୁବତୀଜଣଙ୍କ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ। ବାହା ନ ହେଲେ ହାତ କାଟି ଆତ୍ମହତ୍ୟା କରିବି […]

aditya-dash-3

aditya-dash-3

Tapaswini Nayak
  • Published: Thursday, 03 September 2020
  • Updated: 03 September 2020, 01:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ସାଇକୋ ଲେଡିର ସଂପୃକ୍ତି ଥିବା ନେଇ ଆଦିତ୍ୟଙ୍କ ବାପା କିଛି ଦିନ ତଳେ ସନ୍ଦେହ ବ୍ୟକ୍ତ କରିଥିବା ବେଳେ ଆଜି ତାଙ୍କ ମା’ ଏ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ରହିଥିବା ଆମେ ସନ୍ଦେହ କରୁଛୁ। ସଂପୃକ୍ତ ଯୁବତୀଜଣଙ୍କ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ। ବାହା ନ ହେଲେ ହାତ କାଟି ଆତ୍ମହତ୍ୟା କରିବି ବୋଲି ଧମକ ଦେଉଥିଲେ। ବିଦ୍ୟାଶ୍ରୀ ସହ ଆଦିତ୍ୟର ନିର୍ବନ୍ଧ ହେବା ଦିନ ସେ ଖୋଲା ଧମକ ଦେଇଥିଲେ।

ସେ ଆହୁରି କହିଛନ୍ତି, ଠିକ ଜାଗାରେ ଠିକ ଲୋକ ପହଞ୍ଚି ଆଦିତ୍ୟଙ୍କୁ ମାରିବେ ବୋଲି ସେ ଯୁବତୀ କହିଥିଲେ।  ଆମ ପୁଅର ମୃତ୍ୟୁ ପଛରେ ତାର ହାତ ଥିବା ସନ୍ଦେହ କରୁଛୁ। ଏନେଇ ସବୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛୁ। ଦୋଷୀକୁ ଫାଶି ମିଳୁ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଆଦିତ୍ୟଙ୍କ ବାପା ତାଙ୍କ ପୁଅ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ନେଇ ସନ୍ଦେହ ବ୍ୟକ୍ତ କରିଥିଲେ। ସେ କହିଥିଲେ- ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ ବ୍ଲାକମେଲ କରୁଥିଲେ। ଏକତରଫା ଭଲ ପାଉଥିଲେ। ବାହା ହେବାକୁ ବ୍ଲାକମେଲ କରୁଥିଲେ। ଏ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ନ ଥିବାରୁ  ସେ CBI ତଦନ୍ତ ଦାବି କରିଥିଲେ।

ଅନ୍ୟପଟେ ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ , ପପୁ, ବିକାଶ ଓ ଦୀପୁଙ୍କର ଲାଇ ଡିଟେକ୍ସନ୍ ଟେଷ୍ଟ ସରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story