ଯାହାକୁ ବାହା ହୋଇଥାନ୍ତେ, ତା ସାଙ୍ଗ ଏମିତି କଲା

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଏଇ ଦିନ କେଇଟା ତଳେ ବହାଘର ସରିଛି। ହେଲେ ପ୍ରେମିକାର ଘର ଭାଙ୍ଗିବାକୁ ପ୍ରେମିକ ରଚିଛି ଷଡ଼ଯନ୍ତ୍ର। ଜଙ୍ଗଲରେ ଏକାନ୍ତରେ କାଟିଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ବଦ୍‌ନାମ୍‌ କରିବାକୁ ଚଳାଇଛି ପ୍ରାଣପଣେ ଉଦ୍ୟମ। ଦେବଗଡ଼ ଜିଲା କୁଣ୍ଢାଇଗୋଳା ଥାନରେ ଏମିତି ଅଭିଯୋଗ କରିଛନ୍ତି ଜଣେ ବିବାହିତା ମହିଳା। ୨ ବର୍ଷ ପୂର୍ବରୁ ଏହି ମହିଳାଙ୍କ ବିବାହ ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର ଜଣେ ଯୁବକଙ୍କ ସହ ଲାଗିଥିଲା। କୌଣସି କାରଣରୁ […]

baha

baha

Rakesh Mallick
  • Published: Saturday, 30 June 2018
  • Updated: 01 July 2018, 10:12 PM IST

Sports

Latest News

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଏଇ ଦିନ କେଇଟା ତଳେ ବହାଘର ସରିଛି। ହେଲେ ପ୍ରେମିକାର ଘର ଭାଙ୍ଗିବାକୁ ପ୍ରେମିକ ରଚିଛି ଷଡ଼ଯନ୍ତ୍ର। ଜଙ୍ଗଲରେ ଏକାନ୍ତରେ କାଟିଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ବଦ୍‌ନାମ୍‌ କରିବାକୁ ଚଳାଇଛି ପ୍ରାଣପଣେ ଉଦ୍ୟମ। ଦେବଗଡ଼ ଜିଲା କୁଣ୍ଢାଇଗୋଳା ଥାନରେ ଏମିତି ଅଭିଯୋଗ କରିଛନ୍ତି ଜଣେ ବିବାହିତା ମହିଳା।

୨ ବର୍ଷ ପୂର୍ବରୁ ଏହି ମହିଳାଙ୍କ ବିବାହ ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର ଜଣେ ଯୁବକଙ୍କ ସହ ଲାଗିଥିଲା। କୌଣସି କାରଣରୁ ଏହି ବିବାହ ହୋଇପାରି ନ ଥିଲା। ବାହାଘର ଭାଙ୍ଗିଯିବା ପରେ ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କ ଜଣେ ବନ୍ଧୁ ବିଜୟ ସାହୁଙ୍କ ସମ୍ପର୍କରେ ଆସିଥିଲେ। ଉଭୟ ଉଭୟଙ୍କ ସହ ଖୁବ୍‌ କମ୍‌ ଦିନରେ ଭାରି ନିକଟତର ହୋଇପଡିଥିଲେ। ଫଳରେ ଏକାଠି ବୁଲାବୁଲି କରି କିଛି ସମୟ ବିତାଇଥିଲେ। ଆଉ ଏହି ସମୟରେ କିଛି ଫଟୋ ଓ ଭିଡିଓ କୌଶଳ କରି ବିଜୟ ହାତେଇ ନେଇଥିଲେ ।

ଅଳ୍ପଦିନ ତଳେ ଯୁବତୀଙ୍କ ବିବାହ ତାଙ୍କ ଗାଁରେ ସମ୍ପନ୍ନ ହୋଇଥିବା ବେଳେ ଏହାକୁ ସହ୍ୟ କରିପାରି ନ ଥିଲେ ସେ। ରାଗ ସୁଝାଇବାକୁ ଯାଇ ଏହି ଅଶ୍ଲିଳ ଭିଡିଓ ଭାଇରାଲ କରି ଦେଇଛନ୍ତି। ମହିଳା ଜଣକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story