ନାଚ ଓ ଗୀତରେ ନୂଆବର୍ଷକୁ ସ୍ୱାଗତ

ଭୁବନେଶ୍ୱର: ବିଦାୟ ନେଉଛି ୨୦୧୬ ବର୍ଷ। ବଦଳିଯିବ ଦିନ, ମାସ ଓ ବର୍ଷ। ପୁରୁଣା ବଦଳରେ ସ୍ଥାନ ପାଇବ ଇଂରାଜି ନୂଆ ବର୍ଷ ୨୦୧୭ କ୍ୟାଲେଣ୍ଡର। ଏଥିପାଇଁ କ୍ଲବଠାରୁ ପଞ୍ଚତାରକା ହୋଟେଲ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି। ଗୀତ ଓ ନାଚର ତାଳେତାଳେ ଝୁମୁଛନ୍ତି ଯୁବପିଢ଼ି। କେଉଁଠି ବଲିଉଡ୍‌ କଳାକାରଙ୍କ ଇଲ୍ୟୁଜନ ପରଫରମାନ୍ସ ଦେଖିବାକୁ ମିଳିବ ତ ଆଉ କେଉଁଠି ଚାଲିଛି ରିୟଲିଟି ସୋ’ ଫେମଙ୍କ ଯାଦୁ। ନୂଆବର୍ଷ ସେଲିବ୍ରେସନ୍‌କୁ ଦୃଷ୍ଟିରେ ରଖି ଦ୍ୱୈତନଗରୀରେ ସୁରକ୍ଷା […]

dance night

dance night

Rakesh Mallick
  • Published: Saturday, 31 December 2016
  • Updated: 31 December 2016, 09:44 PM IST

ଭୁବନେଶ୍ୱର: ବିଦାୟ ନେଉଛି ୨୦୧୬ ବର୍ଷ। ବଦଳିଯିବ ଦିନ, ମାସ ଓ ବର୍ଷ। ପୁରୁଣା ବଦଳରେ ସ୍ଥାନ ପାଇବ ଇଂରାଜି ନୂଆ ବର୍ଷ ୨୦୧୭ କ୍ୟାଲେଣ୍ଡର। ଏଥିପାଇଁ କ୍ଲବଠାରୁ ପଞ୍ଚତାରକା ହୋଟେଲ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି। ଗୀତ ଓ ନାଚର ତାଳେତାଳେ ଝୁମୁଛନ୍ତି ଯୁବପିଢ଼ି। କେଉଁଠି ବଲିଉଡ୍‌ କଳାକାରଙ୍କ ଇଲ୍ୟୁଜନ ପରଫରମାନ୍ସ ଦେଖିବାକୁ ମିଳିବ ତ ଆଉ କେଉଁଠି ଚାଲିଛି ରିୟଲିଟି ସୋ’ ଫେମଙ୍କ ଯାଦୁ।

ନୂଆବର୍ଷ ସେଲିବ୍ରେସନ୍‌କୁ ଦୃଷ୍ଟିରେ ରଖି ଦ୍ୱୈତନଗରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବାର୍‌, ରେସ୍ତୋରାଣ୍ଟ, କ୍ଲବ ଓ ହୋଟେଲରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଭୁବନେଶ୍ୱରରେ ୧୩ ଓ କଟକରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଜିରୋ ନାଇଟ୍‌ରେ ଯେପରି କୌଣସି ଅପ୍ରତିକର ପରିସ୍ଥିତି ନଘଟିବ ସେଥିପ୍ରତି ପୋଲିସ୍‌ ନଜର ରଖିଛି।

ପୋଲିସ୍‌ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି,“ନୂଆବର୍ଷ ପାଇଁ ଜନଗହଳି ସ୍ଥାନରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ପାଟ୍ରୋଲିଂକୁ କଡାକଡି କରାଯାଇଛି। ମୋବାଇଲ ପାଟ୍ରୋଲିଂର ବ୍ୟବସ୍ଥା ମଧ୍ୟ କରାଯାଇଛି।”

ନୂଆବର୍ଷ ସେଲିବ୍ରେସନ୍‌ରୁ ବାଦ ପଡ଼ିନି ଶ୍ରୀକ୍ଷେତ୍ର। ପର୍ଯ୍ୟଟକଙ୍କ ଆଗମନରେ ଉଛୁଳି ପଡ଼ୁଛି ପର୍ଯ୍ୟଟନ ସହର ପୁରୀ। କିଏ ନୂଆବର୍ଷ ଆରମ୍ଭ କରିବ ମହାପ୍ରଭୁଙ୍କୁ ଦର୍ଶନ କରି ତ ଆଉ କିଏ ମହୋଦଧିରେ ବୁଡ ପକାଇ। ରାତି ଗୋଟାଏରୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ଦର୍ଶନ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରଠାରୁ ବେଳେଭୂମି ପର୍ଯ୍ୟନ୍ତ ଟ୍ରାଫିକ୍‌ ଓ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଜରୋ ନାଇଟ୍‌ ସେଲିବ୍ରେସନ୍ ପାଇଁ ଏଠିବି ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ କହିଛନ୍ତି,“ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଯେପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରି ସୁରକ୍ଷିତ ଭାବେ ଯିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story