ଡ୍ରେନ୍‌ରୁ ମିଳିଲା

ଭୁବନେଶ୍ୱର: ରାଜଧାନୀରେ ଡ୍ରେନ୍‌ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଗଜପତି ନଗରର ଏକ ଅଳିଆ ଭର୍ତ୍ତି ଡ୍ରେନ୍‌ରୁ ଏକ ବ୍ୟାଗ୍‌ରୁ ଏହି ଶିଶୁଟିକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ବିଏମସି କର୍ମଚାରୀ ଶିଶୁଟିକୁ ଉଦ୍ଧାର କରିଥିଲେ।  କେହି ଗତକାଲି ରାତିରେ ଶିଶୁଟିକୁ  ପକାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ଏବେ ପିଲାଟି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛି। ସିଡବ୍ଲୁସିର ନିର୍ଦ୍ଦେଶ କ୍ରମେ ଶିଶୁଟିକୁ ସେଠାରେ ଭର୍ତ୍ତି କରାଯାଇଛି। ମାଗଣା ଚିକିତ୍ସା ସହ ଚାଇଲ୍ଡ ଲାଇନ୍‌କୁ ତାର କେୟାର […]

child

child

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 09:06 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଡ୍ରେନ୍‌ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଗଜପତି ନଗରର ଏକ ଅଳିଆ ଭର୍ତ୍ତି ଡ୍ରେନ୍‌ରୁ ଏକ ବ୍ୟାଗ୍‌ରୁ ଏହି ଶିଶୁଟିକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ବିଏମସି କର୍ମଚାରୀ ଶିଶୁଟିକୁ ଉଦ୍ଧାର କରିଥିଲେ।  କେହି ଗତକାଲି ରାତିରେ ଶିଶୁଟିକୁ  ପକାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ଏବେ ପିଲାଟି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛି। ସିଡବ୍ଲୁସିର ନିର୍ଦ୍ଦେଶ କ୍ରମେ ଶିଶୁଟିକୁ ସେଠାରେ ଭର୍ତ୍ତି କରାଯାଇଛି। ମାଗଣା ଚିକିତ୍ସା ସହ ଚାଇଲ୍ଡ ଲାଇନ୍‌କୁ ତାର କେୟାର ନେବା ପାଇଁ ନିର୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos