କିଟ୍‌ ଓ କିମ୍ସକୁ ଏନ୍‌ଜିଟିର ନୋଟିସ୍‌

ଭୁବନେଶ୍ୱର: ଜଙ୍ଗଲ ସଂରକ୍ଷଣ ଆଇନ୍‌ ୧୯୮୦ର ଉଲ୍ଲଂଘନ କରି ଜଙ୍ଗଲ ଜମିରେ ବେଆଇନ୍‌ ନିର୍ମାଣ କରିଥିବା ଅଭିଯୋଗରେ କିଟ୍‌ ଓ କିମ୍ସକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନୋଟିସ୍‌ କରିଛି। ସାମାଜିକ କର୍ମୀ ଡକ୍ଟର ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏନ୍‌ଜିଟି ଆଜି କିଟ୍‌ ଓ କିମ୍ସ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ଏବଂ ଇଡ୍‌କୋକୁ ନୋଟିସ୍‌ ଜାରି କରିଛି। ଆବେଦନକାରୀ ସୁବାସ ତାଙ୍କ ଆବେଦନରେ ଜଣାଇଛନ୍ତି, ଭୁବନେଶ୍ୱର […]

kims

kims

Rakesh Mallick
  • Published: Wednesday, 19 April 2017
  • Updated: 19 April 2017, 05:28 PM IST

Sports

Latest News

ଭୁବନେଶ୍ୱର: ଜଙ୍ଗଲ ସଂରକ୍ଷଣ ଆଇନ୍‌ ୧୯୮୦ର ଉଲ୍ଲଂଘନ କରି ଜଙ୍ଗଲ ଜମିରେ ବେଆଇନ୍‌ ନିର୍ମାଣ କରିଥିବା ଅଭିଯୋଗରେ କିଟ୍‌ ଓ କିମ୍ସକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନୋଟିସ୍‌ କରିଛି। ସାମାଜିକ କର୍ମୀ ଡକ୍ଟର ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏନ୍‌ଜିଟି ଆଜି କିଟ୍‌ ଓ କିମ୍ସ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ଏବଂ ଇଡ୍‌କୋକୁ ନୋଟିସ୍‌ ଜାରି କରିଛି।

ଆବେଦନକାରୀ ସୁବାସ ତାଙ୍କ ଆବେଦନରେ ଜଣାଇଛନ୍ତି, ଭୁବନେଶ୍ୱର ପଟିଆ ମୌଜାରେ ଥିବା ୫୧୬ ନମ୍ୱର ପ୍ଲଟରେ ୫୫ ଏକର ଜଙ୍ଗଲ ଜମିକୁ କିଟ୍‌ ଓ କିମ୍ସ ଅନଧିକୃତ ଭାବେ ଅକ୍ତିଆରକୁ ନେଇଛି। ଏହି ଜମିର ରେକର୍ଡ଼ ଅଫ୍‌ ରାଇଟ୍ସ ଇଡ୍‌କୋ ନାଁରେ ରହିଛି। ତେବେ ଇଡ୍‌କୋ ନିଜ ନାଁକୁ ଏହି ଜମି ସ୍ଥାନାନ୍ତର କରିବା ବେଳେ ଜଙ୍ଗଲ ସଂରକ୍ଷଣ ଆଇନ୍‌ ୧୯୮୦ ଅନୁଯାୟୀ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣି ନାହିଁ। ପରେ ଏହି  ମେଡିକାଲ କଲେଜ, ଶିକ୍ଷାନୁଷ୍ଠାନ କରାଯାଇଥିବା ଆବେଦନରେ ଦର୍ଶା ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story